Helpless families in the winter frosts

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଶୀତ କାକରରେ ବେସାହାରା ହେଲେ ଅସହାୟ ପରିବାର

Helpless families in the winter frosts
Spread the love
ADVERTISEMENT
ADVERTISEMENT

ଶୀତ କାକରରେ ବେସାହାରା ହେଲେ ଅସହାୟ ପରିବାର

ଓଡ଼ଗାଁ: 01/01/2021(ରିପୋର୍ଟ: ରବିନ୍ଦ୍ର କୁମାର ସାହୁ): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ନିକଟସ୍ଥ ଜାରିଙ୍ଗି ନୁଆ ସାହିରେ 36 ପରିବାର |କଲ୍ୟାଣି ସାହିରୁ ଏକବଖରା ଦୁଇଦୁଇଟି ଜେସିବି ଲଗାଇ ବେଘର କରାଇଦେଲା ଓଡ଼ଗାଁ ଏନଏସି। ଶୀତ କାକରରେ ତଥା ଏଇ କରେନା ସମୟରେ ଗରିବ ଅସହାୟ,ଲୋକମାନଙ୍କୁ ଶୁଖିଲାଖାଦ୍ୟ କମଳ ବାଣ୍ଟୁଥିବାର ଦେଖିବାକୁ ମିଳିଥିଵାବେଳ, NACର ଏହି କାର୍ଯ୍ୟକଳାପକୁ ନେଇ ଜନସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି। ସରକାରଙ୍କ ଜାଗା ମିଶନ ଯୋଜନାରେ ସରକାରୀ ଜାଗାରେ ଘରକରିଥିଵା ଗରିବ ଅସହାୟ ଲୋକମାନଙ୍କୁ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦିଆଯାଉଛି | ହେଲେ ଓଡଗାଁ ଏନଏସି ଓ ପ୍ରଶାସନ ବସ୍ତି ଭାଙ୍ଗିଦେଲେ ।

ADVERTISEMENT

ଓଡଗାଁ ପ୍ରଶାସନ ପକ୍ଷରୁ ,ତହସିଲଦାର ବିଜୟୀତା ସାମନ୍ତ ସିଂହାର । ଏନଏସି ନିର୍ବାହି ଅଧୀକାରି ସ୍ୱାତିମିଶ୍ରଙ୍କ ସହିତ ସମସ୍ତ କର୍ମଚାରୀ,ଆଇ ଆଇ ସି ପୁର୍ଣ୍ଣଚନ୍ଦ୍ରପଟ୍ଟାୟତ, ଓଡଗାଁ ରାଜଶ୍ୱ ନିରିକ୍ଷକ ବଳରାମ ସାହୁ,କୋମଣ୍ଡ ରାଜସ୍ୱ ନିରିକ୍ଷକ ସୁଧୀର କୁମାର ପରିଡ଼ା ଓ ଏସଡିପିଓ ପୋଲିସ ପ୍ରଶାସନ ସହାୟତାରେ ଘର ଭଙ୍ଗିଥିଲେ।ଏନ୍ ଏ ସି ରଏହି କାର୍ଯ୍ୟକଳାପକୁ ଜନସାଧାରଣ ତଥା ବୁଦ୍ଧିଜୀବିମାନେ ତୀବ୍ର ନିନ୍ଦା କରିଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: