"ସରକାର ଚିକିତ୍ସା କଥା ବୁଝୁଛନ୍ତି , ମିଶନ ଶକ୍ତି ମାଆମାନେ ନିଜ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ": ମୁଖ୍ୟମନ୍ତ୍ରୀ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

“ସରକାର ଚିକିତ୍ସା କଥା ବୁଝୁଛନ୍ତି , ମିଶନ ଶକ୍ତି ମାଆମାନେ ନିଜ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ “: ମୁଖ୍ୟମନ୍ତ୍ରୀ

"Government understands treatment, mission power mothers spend on family development": CM
Spread the love
ADVERTISEMENT
ADVERTISEMENT

“ସରକାର ଚିକିତ୍ସା କଥା ବୁଝୁଛନ୍ତି , ମିଶନ ଶକ୍ତି ମାଆମାନେ ନିଜ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ “: ମୁଖ୍ୟମନ୍ତ୍ରୀ

ନୟାଗଡ : ନୟାଗଡ଼ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ ସେବା, BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ADVERTISEMENT

ନୟାଗଡବାସୀଙ୍କୁ 995 କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ 108ଟି ପ୍ରକଳ୍ପର ଶିଳାନ୍ୟାସ ଓ 151ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ନୟାଗଡର 2 ଲକ୍ଷ 23 ହଜାର 60 ପରିବାର ପାଇବେ । ଏହାଦ୍ବାରା 7,70,767 ଜଣ ହିତାଧିକାରୀ ଉପକୃତ ହେବେ ।

ଏହି ଅବସରରେ ନୟାଗଡବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଚନ୍ତି, ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ଆପଣ ସେ ଅର୍ଥ ସଞ୍ଚୟ କରନ୍ତୁ । ସଞ୍ଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: