ନିଶ୍ଚିନ୍ତକୋଇଲି ବ୍ଲକରେ ମାତିଲେ ଛେଳି ଚୋର: ଭୟଭୀତ ଅବସ୍ଥାରେ ଛେଳି ଚାଷୀ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନିଶ୍ଚିନ୍ତକୋଇଲି ବ୍ଲକରେ ମାତିଲେ ଛେଳି ଚୋର: ଭୟଭୀତ ଅବସ୍ଥାରେ ଛେଳି ଚାଷୀ !

Goat thief killed in Nishchintkoili block: Goat farmers in a state of panic!
Spread the love
ADVERTISEMENT
ADVERTISEMENT
ADVERTISEMENT

ନିଶ୍ଚିନ୍ତକୋଇଲି ବ୍ଲକରେ ମାତିଲେ ଛେଳି ଚୋର: ଭୟଭୀତ ଅବସ୍ଥାରେ ଛେଳି ଚାଷୀ !

କଟକ: 26/12/2021(ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳୋ ପଞ୍ଚାୟତର ଲୋକନାଥପୁର ଗ୍ରାମରେ ଗତ ଗୁରୁବାର ମଧ୍ୟ ରାତ୍ରୀରେ କନକ ଲତା ଦାସଙ୍କ ଗୃହାଳ ଘର କବାଟ ଭାଙ୍ଗି କିଛି ଦୁବୁତ 9 ଟି ଛେଳି ( ମୂଲ୍ୟ 70 ହଜାରଟଙ୍କା) ଚୋରି କରିନେଇଛନ୍ତି | ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ଅସୁରେଶ୍ଵର ପଞ୍ଚାୟତର ପୁବଶଂ ଗ୍ରାମର ରମା ମହନ୍ତଙ୍କ ଗୃହାଳ ଘରୁ 6 ଟି ଛେଳି ଯାହାର ମୂଲ୍ୟ ୫୦ ହଜାର ଟଙ୍କା ରୁ ଅଧିକ ଚୋରି ହୋଇଯାଇଛି। ଏନେଇ ଦୁଇଟି ପରିବାର ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଦୁଇଟି ମାମଲା ରୁଜୁ କରିଛନ୍ତି। ତେବେ ଏହି ଅଞ୍ଚଳରେ ଦିନକୁଦିନ ବଢ଼ି ଚାଲିଥିବା ଛେଳି ଚୋରି ଯୋଗୁଁ ଛେଳି ଚାଷି ମାନେ ଭୟବିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଅପର ପକ୍ଷରେ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଦିନକୁଦିନ ଅପରାଧୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ବଢିଚାଲିଥିବାର କଥା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: