NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ 15ଦିନ ମଧ୍ୟରେ ଚାରି ଥର ଚୋରି !

Four robberies in 15 days in Odgaon Adarsh ​​police station area of ​​Nayagarh district!
Spread the love
ADVERTISEMENT

ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ 15ଦିନ ମଧ୍ୟରେ ଚାରି ଥର ଚୋରି !

ନୟାଗଡ : 01/05/2022(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ): ଚୋର ପୁଲିସ ଖେଳ କେତେ ଦିନ ? ନୟାଗଡ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଓଡଗାଁ ବ୍ଲକର ରଙ୍ଗଣୀପାଟଣା ପଞ୍ଚାୟତରେ ଚୋରି ! ଯିଏବି ଶୁଣୁଛି ଆବାକ୍ ହୋଇ ଉଠୁଛି। ବିଳମ୍ବିତ ରାତିରେ କେହି ଦୃବୃତ୍ତ ଆସି ଗେଟ ଭାଙ୍ଗି ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗିବା ସହିତ ପଞ୍ଚାୟତରୁ ଚାଳିଶଇଞ୍ଚର ଏକ ଏଲଈଡି ଟିଭି,ୟୁପିଏସ ସହିତ ବ୍ୟାଟେରୀ ଚୋରି କରି ନେଇଯାଇଛି | କିନ୍ତୁ ନିର୍ବାହୀ ଅଧିକାରୀଙ୍କ ତାଲା ଭଙ୍ଗା ଯାଇଥିଲେ ମଧ୍ୟ କାର୍ଯ୍ୟାଳୟରେ ଥିବା ପ୍ରିଣ୍ଟର ,କମ୍ପ୍ୟୁଟର ଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ରକୁ ହାତ ଲଗାଇ ନାହିଁ। ସବୁଠାରୁ ଦୁଃଖର କଥା ଏହି ପଞ୍ଚାୟତଟି ଥାନା ଠାରୁ ଗୋଟିଏ କିଲୋମିଟର ଦୂରତା ତଥା ରାଜ୍ୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଥାଇ ମଧ୍ୟ ଚୋରି ହୋଇଗଲା | ଆଉ ଏଇ ଚୋରି ଆଦର୍ଶ ଥାନାର ଚତୁର୍ଥ ଚୋରି। ଏହି ପନ୍ଦର ଦିନ ଭିତରେ ଚାରି ଚାରି ଥର ଚୋରି ଡକାୟତ ହୋଇଗଲାଣି | ଫଳରେ ପୋଲିସର କାର୍ଯ୍ୟକଳାପକୁ ନେଇ ଜନସାଧାରଣ ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ,ବୁଦ୍ଧିଜିବୀ ମହଲରେ ଘୋର ଚର୍ଚ୍ଚା ହେଉଛି |

ADVERTISEMENT
ADVERTISEMENT
%d bloggers like this: