Exchanges at the level of police officers

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପୋଲିସ ଅଧିକାରୀ ସ୍ତରରେ ଅଦଳ ବଦଳ

Exchanges at the level of police officers
Spread the love
ADVERTISEMENT
ADVERTISEMENT

ପୋଲିସ ଅଧିକାରୀ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ବରିଷ୍ଠ ପୋଲିସ କର୍ମଚାରୀଙ୍କ ସ୍ତରରେ ଅଦଳବଦଳ | ମାଲକାନଗିରି ଏସପି ପ୍ରହ୍ଲାଦ ଏସ ମୀନାଙ୍କୁ ସ୍ଥାନାନ୍ତର କରାଯାଇଛି। 2018 ବ୍ୟାଚ୍ ଆଇପିଏସ ପ୍ରହଲ୍ଲାଦ ଏସ ମୀନାଙ୍କୁ AIG (ମୁଖ୍ୟାଳୟ) ଭାବରେ ସ୍ଥାନାନ୍ତର କରାଯାଇଛି | ତାଙ୍କୁ ବ୍ୟାଚ୍ ଆଇପିଏସ୍ ଏବଂ ତାଳଚେର ଏସଡିପିଓ ନୀତେଶ ୱାଡୱାନୀଙ୍କୁ ମାଲକାନଗିରି ଏସପି ଭାବରେ ସ୍ଥାନିତ କରାଯାଇଛି।

ADVERTISEMENT

ସେହିଭଳି କେସିଙ୍ଗା ଏସ୍ଡ଼ିପିଓ ଆଇପିଏସ ଏସ. ସୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବରେ ସ୍ଥାନାନ୍ତର କରାଯାଇଛି | ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଓପିଏସ୍ ମାୟାଦର ସେଠୀଙ୍କୁ ଡିସିପି, କ୍ରାଇମ ଭାବରେ ସ୍ଥାନାନ୍ତର କରାଯାଇଛି। 2017 ବ୍ୟାଚ୍ ଆଇପିଏସ୍ ଏବଂ ମାଲକାନଗିରି SDPO ଜି ଆବିଳାଶଙ୍କୁ ନାର୍କୋଟିକ୍ସ ଏସପି ଭାବରେ STF କୁ ସ୍ଥାନାନ୍ତର କରାଯାଇଛି | ଓପିଏସ୍ ମାଧୁରୀ ସାମଲଙ୍କୁ କ୍ରାଇମ ବ୍ରାଞ୍ଚ ଏସପି ଭାବରେ ମଧ୍ୟ ପୋଷ୍ଟ କରାଯାଇଛି। ଗୃହ ସୁରକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: