ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ 23,000 ଟଙ୍କାରୁ ଅଧିକ ଋଣ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ 23,000 ଟଙ୍କାରୁ ଅଧିକ ଋଣ |

Every Person In Odisha Carrying Over 23K Loan On Head, Double In Last 10 Years
Spread the love
ADVERTISEMENT
ADVERTISEMENT

ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ 23,000 ଟଙ୍କାରୁ ଅଧିକ ଋଣ |

ଭୁବନେଶ୍ୱର : 06/09/2021(ବ୍ୟୁରୋ): ରାଜ୍ୟ ବିଧାନସଭାର ଚାଲିଥିବା ମୋୖସୁମୀ ଅଧିବେଶନରେ ଗୃହକୁ ସମ୍ବୋଧିତ କରି ପୂଜାରୀ କହିଛନ୍ତି ଯେ 2021-22 ମସିହାରେ ମୁଣ୍ଡପିଛା ଋଣ ଭାର 23,761 ଟଙ୍କାକୁ ବୃଦ୍ଧି ପାଇଛି | 2011-12 ରେ ଥିଲା 9,144 ଟଙ୍କା । ଗତ 10 ବର୍ଷ ମଧ୍ୟରେ ଓଡିଶାରେ ମୁଣ୍ଡପିଛା ଋଣ ଭାର ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ବୋଲି ସୋମବାର ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସୂଚନା ଦେଇଛନ୍ତି। ବିଧାନସଭାରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର 1,22,917 କୋଟି ଟଙ୍କାକୁ ବୃଦ୍ଧି ପାଇବ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: