ନୂଆଗାଁ ବ୍ଳକରେ ପାନୀୟ ଜଳ ଯୋଗାଣ : ପୁରୁଣା ଘରେ ନୂଆଁ ଛାତ ସହିତ ସହିତ ପମ୍ପ ଅଚଳ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୂଆଗାଁ ବ୍ଳକରେ ପାନୀୟ ଜଳ ଯୋଗାଣ : ପୁରୁଣା ଘରେ ନୂଆଁ ଛାତ ସହିତ ସହିତ ପମ୍ପ ଅଚଳ !

Drinking water supply in Nuagaon block: Pump is out of order with new roof in old house!
Spread the love
ADVERTISEMENT
ADVERTISEMENT

ନୂଆଗାଁ ବ୍ଳକରେ ପାନୀୟ ଜଳ ଯୋଗାଣ : ପୁରୁଣା ଘରେ ନୂଆଁ ଛାତ ସହିତ ସହିତ ପମ୍ପ ଅଚଳ !

ନୂଆଗାଁ: 01/12/2021(ରିପୋର୍ଟ: ନିରଞ୍ଜନ ସାହ): ରାଜ୍ୟ ସରକାର ଗ୍ରାମାଂଚଳରେ ମୌଳିକ ସୁବିଧା ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କିଛି ଗାଁ’ରେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁନାହି । ଏମିତିକା ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ହରୀପୁରୁ ପଂଚାୟତର ହାତିଆଶିଳା ଠାରେ ଥିବା 40 ହଜାର ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପରେ |ଏଠାରେ ଟାଙ୍କୀ କାମ ଦେଉନୀ |

ADVERTISEMENT

ପୁରୁଣା ଘରକୁ ନୂଆଁ ଛାତ ପଡିଥୀବା ବେଳେ ପଲସ୍ତରା ଟିକେ ହୋଇପାରୁନାହିଁ । ପରିସରଟି ଜଙ୍ଗଲମୟ ହୋଇଥିବା ବେଳେ ଦିନ ରାତି ମଟର ଚାଲୁଛି | ଫଳରେ ସରକାରୀ ବ୍ୟବସ୍ଥା କେମିତି ଚାଲିଛି ଏଥିରୁ ଅନୁମେୟ । ଏହି ବିଷୟରେ ବିଭାଗୀୟ ପାନୀୟ ଜଳ ବିଭାଗ (RWSS ) ଜେଇଙ୍କ ସହ ଯୋଗାଯୋଗ
ସମ୍ବବ ହୋଇପାରୁନାହିଁ ।ଏଥପ୍ରତି ବିଭାଗୀୟ ଉଚ୍ଚର୍କୃପକ୍ଷ ଦୁଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦାଙ୍କ ଦାବି ହୋଇଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: