କଡାକଡ଼ି ହେବ ବାଣଫୁଟା : ଜିଲ୍ଲପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କଡାକଡ଼ି ହେବ ବାଣଫୁଟା : ଜିଲ୍ଲପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ |

Diwali to be tightened in Odisha: Chief Secretary instructs district Magistrate !
Spread the love
ADVERTISEMENT
ADVERTISEMENT

କଡାକଡ଼ି ହେବ ବାଣଫୁଟା : ଜିଲ୍ଲପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ |

ଭୁବନେଶ୍ୱର : 02/11/2021(ବ୍ୟୁରୋ): ସମସ୍ତ ବାଣ ବିକ୍ରେତା ଏବଂ ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଆଇନର ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟ କରାଯିବ । ଶ୍ରୀ ମହାପାତ୍ର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତାରେ ଏବଂ ସର୍ବସାଧାରଣ ସ୍ଥାନରେ କ୍ରାକର ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ।

ADVERTISEMENT

କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହୋଇ ବ୍ୟବହୃତ ହେବ | କୌଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀ ସମ୍ପୃକ୍ତ ଜିଲ୍ଲାପାଳ କିମ୍ବା ପୋଲିସ କମିଶନରଙ୍କଠାରୁ ବିକ୍ରୟ ପାଇଁ ବୈଧ ଲାଇସେନ୍ସ ବିନା ବାଣ ବିକ୍ରୟ କରିବେ ପାରିବେ ନାହିଁ |

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚ ମହାପାତ୍ର ସମସ୍ତ ଜିଲ୍ଲାପାଳ, ଏସପି ଏବଂ ପୋଲିସ କମିଶନରଙ୍କୁ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସବୁଜ ବାଣ ବିକ୍ରୟ ତଥା ବ୍ୟବହାର ସମ୍ବନ୍ଧରେ SRCର ନିର୍ଦ୍ଦେଶକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: