ସେବାଶ୍ରମରେ ପାଳନ କଲେ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସେବାଶ୍ରମରେ ପାଳନ କଲେ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ !

Celebrating the twins' first birthday at the Sebashrama !
Spread the love
ADVERTISEMENT
ADVERTISEMENT
ADVERTISEMENT

ସେବାଶ୍ରମରେ ପାଳନ କଲେ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ !

ଓଡ଼ଗାଁ: 29/09/2021(ରିପୋର୍ଟ : ସନାତନ ମହାକୁଡ଼): ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ମାଣିକପାଟଣା ଗ୍ରାମର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ର ନିଜ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଶରଣକୁଳର ବାଉଁଶିଆ ସ୍ଥିତ ଆଶ୍ରୟ ଦିବ୍ୟାଙ୍ଗ ସେବଗ୍ରାମରେ ପାଳନ କରିଛନ୍ତି ।

ADVERTISEMENT

ପ୍ରଶାନ୍ତଙ୍କ ପିତା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସୁଲେଖକ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଥିବା କାରଣରୁ ଏହି ଦମ୍ପତ୍ତି ନିରାଡ଼ମ୍ବର ସହକାରେ ସେମାନଙ୍କ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଆଶ୍ରୟ ଦିବ୍ୟାଙ୍ଗ ସେବାଗ୍ରାମରେ ଶିକ୍ଷାର୍ଥୀଙ୍କ ସହିତ ଅତିବାହିତ କରିଛନ୍ତି | 35ଜଣ ଛାତ୍ରଙ୍କୁ ବହି , ଖାତା , କଲମ , ଡ୍ରଇଂ ସିଟ୍ , ରଙ୍ଗ ତୁଳୀ ଓ ବିସ୍କୁଟ୍ ପ୍ରଦାନ କରିଛନ୍ତି । ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ଉପସ୍ଥିତିରେ ସମସ୍ତଙ୍କୁ ପାଠ୍ୟ ଉପକରଣ ଦିଆଯାଇଥିବା ସୂଚନା ମିଳିଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: