ଶ୍ରୀ ଶ୍ରୀ ସୁଦର୍ଶନ ଦାରୁପୀଠରେ ଜଗନ୍ନାଥଙ୍କ ପହଣ୍ଡି ବିଜେ
ଭୁବନେଶ୍ୱର :12/07/2021(ବ୍ୟୁରୋ): ଭୁବନେଶ୍ୱର ହରିପୁର ଠାରେ ଶ୍ରୀ ଶ୍ରୀ ସୁଦର୍ଶନ ଦାରୁପୀଠରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ପାଳନ କରାଯାଇଛି | 1905 ନବକଳେବର ସମୟରୁ ଶ୍ରୀ ଶ୍ରୀ ସୁଦର୍ଶନ ଦାରୁପୀଠ ସ୍ଥାନରେ ସବୁ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଛି | ଏବର୍ଷ କିନ୍ତୁ କୋଭିଡ କଟକଣା ଯୋଗୁଁ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଛି | କେବଳ ସେବାୟତ ମାନଙ୍କୁ ନେଇ ରଥଯାତ୍ରାର ସମସ୍ତ ରୀତି ପାଳନ କରାଯାଇଛି |
More Stories
ଭବାନୀପାଟଣା ଠାରେ କିସ୍ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଏଣିକି SHG ସଦସ୍ୟମାନେ ବିଦ୍ୟାଳୟକୁ ଯୋଗାଇବେ ସ୍କୁଲ ୟୁନିଫର୍ମ
ସଞ୍ଜୟ କୁମାର ସିଂ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମୁଖ୍ୟ ସଚିବ |