NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପୁରୀ ରେ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଅଲାରନାଥଙ୍କ ସମେତ ଜଗନ୍ନାଥ ଦlଣ୍ଡ ପୁରୀ ରେ କରଫ୍ୟୁ ଜାରି !

Spread the love
ADVERTISEMENT

ପୁରୀ ରେ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,
ଅଲାରନାଥଙ୍କ ସମେତ ଜଗନ୍ନାଥ ଦlଣ୍ଡ ପୁରୀ ରେ କରଫ୍ୟୁ ଜାରି !

ପୁରୀ : 10/07/2021( ବ୍ୟୁରୋ ): ମହାପ୍ରଭୁ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ ରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଂଚି ଥିବା ବେଳେ ଆମ ଟିମ ଆଜି ସେଠାରେ ପହଂଚି ସଂଧ୍ୟା ଆକାଶରେ ପୁରୀ ର ଅପୂର୍ବ ବିଳାସମୟ ଦୃଶ୍ୟ କୁ ଉପଭୋଗ କରିବା ସହ ବଡ ଦlଣ୍ଡ ଧୂଳିକୁ ସ୍ପର୍ଶ କରି ଏବଂ ପତିତପାବନ ବାନାଙ୍କୁ ଦର୍ଶନ କରି ପବିତ୍ରତା ଭୋଗ୍ୟ ଯୁକ୍ତ ଦିବ୍ୟ ଅନୁଭୂତି ଲାଭ କରିଥିଲା…


ଏକଥା ସତ ଯେ ନବଜଊବନ ଦର୍ଶନ ହୋଇଥିଲେ ବି କର୍ଫୁ ଯୋଗୁ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦର୍ଶନ ମିଳିନଥିଲେ ବି ପତିତପାବନ ବlନା କୁ ଦେଖି ସତେ ଯେମିତି ଲାଗୁଥିଲା ଯେ ପ୍ରକୃତ ରେ ସେ ନିରାକାର ପରଂବ୍ରହ୍ମ ଜଳ, ସ୍ଥଳ, ଭୁତଳ, ସମତଳ ସର୍ବବ୍ୟାପ୍ତି ଭକ୍ତ ପାଇଁ ସ୍ଥିତ….


କୋଭିଡ ନିୟମାବଳି ପାଇଁ କୋଳାହଳ ଶୂନ୍ୟ ପୁରୀ ବଡ ଦଣ୍ଡ ରେ ସତେ ଯେପରି ଯେପରି ମୃଦୁ ପବନ ର ସ୍ୱର ଉଚ୍ଚାରଣ କରୁଥିଲା କଳକୀ ଜଗନ୍ନାଥ ଙ୍କ ନାମ…

ADVERTISEMENT
ADVERTISEMENT
%d bloggers like this: