ପୁରୀ ରେ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,
ଅଲାରନାଥଙ୍କ ସମେତ ଜଗନ୍ନାଥ ଦlଣ୍ଡ ପୁରୀ ରେ କରଫ୍ୟୁ ଜାରି !
ପୁରୀ : 10/07/2021( ବ୍ୟୁରୋ ): ମହାପ୍ରଭୁ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ ରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଂଚି ଥିବା ବେଳେ ଆମ ଟିମ ଆଜି ସେଠାରେ ପହଂଚି ସଂଧ୍ୟା ଆକାଶରେ ପୁରୀ ର ଅପୂର୍ବ ବିଳାସମୟ ଦୃଶ୍ୟ କୁ ଉପଭୋଗ କରିବା ସହ ବଡ ଦlଣ୍ଡ ଧୂଳିକୁ ସ୍ପର୍ଶ କରି ଏବଂ ପତିତପାବନ ବାନାଙ୍କୁ ଦର୍ଶନ କରି ପବିତ୍ରତା ଭୋଗ୍ୟ ଯୁକ୍ତ ଦିବ୍ୟ ଅନୁଭୂତି ଲାଭ କରିଥିଲା…
ମହାପ୍ରଭୁ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ ରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଂଚି ଥିବା ବେଳେ ଆମ ଟିମ ଆଜି ସେଠାରେ ପହଂଚି ସଂଧ୍ୟା ଆକାଶରେ ପୁରୀ ର ଅପୂର୍ବ ବିଳାସ ମୟ ଦୃଶ୍ୟ କୁ ଉପଭୋଗ କରିବା ସହ ବଡ ଦlଣ୍ଡ ଧୂଳି କୁ ସ୍ପର୍ଶ କରି ଏବଂ ପତିତପାବନ ବାନା ଙ୍କୁ ଦର୍ଶନ କରି ପବିତ୍ରତା ଭୋଗ୍ୟ ଯୁକ୍ତ ଦିବ୍ୟ ଅନୁଭୂତି ଲଭ କରିଥିଲା.. pic.twitter.com/Dc2BFoY60b
— Nayagarh khabar (@NayagarhK) July 10, 2021
ଏକଥା ସତ ଯେ ନବଜଊବନ ଦର୍ଶନ ହୋଇଥିଲେ ବି କର୍ଫୁ ଯୋଗୁ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦର୍ଶନ ମିଳିନଥିଲେ ବି ପତିତପାବନ ବlନା କୁ ଦେଖି ସତେ ଯେମିତି ଲାଗୁଥିଲା ଯେ ପ୍ରକୃତ ରେ ସେ ନିରାକାର ପରଂବ୍ରହ୍ମ ଜଳ, ସ୍ଥଳ, ଭୁତଳ, ସମତଳ ସର୍ବବ୍ୟାପ୍ତି ଭକ୍ତ ପାଇଁ ସ୍ଥିତ….
— Nayagarh khabar (@NayagarhK) July 10, 2021
କୋଭିଡ ନିୟମାବଳି ପାଇଁ କୋଳାହଳ ଶୂନ୍ୟ ପୁରୀ ବଡ ଦଣ୍ଡ ରେ ସତେ ଯେପରି ଯେପରି ମୃଦୁ ପବନ ର ସ୍ୱର ଉଚ୍ଚାରଣ କରୁଥିଲା କଳକୀ ଜଗନ୍ନାଥ ଙ୍କ ନାମ…
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ