ବ୍ରେକିଙ୍ଗ ନିୟୁଜ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଣୁଆହାତୀ ଆତଙ୍କ…
କଟକ /ନିଶ୍ଚିନ୍ତକୋଇଲି : 23/10/2021(ଅକ୍ଷୟ କୁମାର ସିଂହ): ବଣୁଆ ହାତୀ ଉପଦ୍ରବ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଫୋଗଳ ଗ୍ରାମରେ। ଗୋଟେ ହାତୀ ରାତାରାତି ଆସି ଫୋଗଳ ଅଂଚଲର ଧାନ କିଆରି ଭିତରେ ଏଣେ ତେଣେ ବୁଲି ଧାନ କ୍ଷେତ ନଷ୍ଟ କରୁଥିବା ବେଳେ ଧନ ଜୀବନ କ୍ଷ୍ୟତି ହୋଇନଥିବା ସୂଚନାମିଳିଛି।
ଲୋକମାନେ ଆଗରୁ ଏଭଳି ଘଟଣା ଦେଖିନଥିବା ବେଳେ ଭୟଭୀତ ଥିବାର କହିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଂଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …