ବ୍ରେକିଙ୍ଗ ନିୟୁଜ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଣୁଆହାତୀ ଆତଙ୍କ… - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବ୍ରେକିଙ୍ଗ ନିୟୁଜ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଣୁଆହାତୀ ଆତଙ୍କ…

Breaking News: Wild elephant terror in Nishchintkoili area of ​​Cuttack district ...
Spread the love
ADVERTISEMENT
ADVERTISEMENT

ବ୍ରେକିଙ୍ଗ ନିୟୁଜ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଣୁଆହାତୀ ଆତଙ୍କ…

କଟକ /ନିଶ୍ଚିନ୍ତକୋଇଲି : 23/10/2021(ଅକ୍ଷୟ କୁମାର ସିଂହ): ବଣୁଆ ହାତୀ ଉପଦ୍ରବ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଫୋଗଳ ଗ୍ରାମରେ। ଗୋଟେ ହାତୀ ରାତାରାତି ଆସି ଫୋଗଳ ଅଂଚଲର ଧାନ କିଆରି ଭିତରେ ଏଣେ ତେଣେ ବୁଲି ଧାନ କ୍ଷେତ ନଷ୍ଟ କରୁଥିବା ବେଳେ ଧନ ଜୀବନ କ୍ଷ୍ୟତି ହୋଇନଥିବା ସୂଚନାମିଳିଛି।

ADVERTISEMENT

ଲୋକମାନେ ଆଗରୁ ଏଭଳି ଘଟଣା ଦେଖିନଥିବା ବେଳେ ଭୟଭୀତ ଥିବାର କହିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଂଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: