ବ୍ରେକିଙ୍ଗ ନିୟୁଜ : ଦଶପଲ୍ଲା ଗୁଣ୍ଡୁରୀଵାରୀ ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଜଳିଗଲା ଦୁଇ ବଖରା ଘର ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବ୍ରେକିଙ୍ଗ ନିୟୁଜ : ଦଶପଲ୍ଲା ଗୁଣ୍ଡୁରୀଵାରୀ ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଜଳିଗଲା ଦୁଇ ବଖରା ଘର !

Breaking News: A fire broke out in the village of Dashpalla Gunduriwari, burning two houses!
Spread the love
ADVERTISEMENT
ADVERTISEMENT

ବ୍ରେକିଙ୍ଗ ନିୟୁଜ : ଦଶପଲ୍ଲା ଗୁଣ୍ଡୁରୀଵାରୀ ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଜଳିଗଲା ଦୁଇ ବଖରା ଘର !

ଦଶପଲ୍ଲା : 16/10/2021(ରିପୋର୍ଟ : ପ୍ରଶାନ୍ତ କୁମାର ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଂଚାୟତ,ଗୁଣ୍ଡୁରିବାରୀ ଗ୍ରାମର ଦୁର୍ବାଷ କହଁରଙ୍କ ଘରେ ଆଜି ସକାଳ୮.୩୦ ଘଟିକା ସମୟରେ ଅଚାନକ ନିଆଁଲାଗି ୨ବଖରାଘର ସମେତ କେତେକ ଆସବାବ୍ ପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଖବର ଲେଖାଯିବା ସମୟ ୯.୧୦ ସୁଦ୍ଧା ଦଶପଲ୍ଲା ଦମକ ଦମକଳ ବାହିନୀ ପହଞ୍ଚି ପହଞ୍ଚି ନଥିବାବେଳେ, ଲଗାଣ ବର୍ଷାରେ ରାସ୍ତା ଧୋଇଯାଇଥିବାରୁ ଦମକଳ ବିଳମ୍ବରେ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: