NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମହାକାଳପଡା ଜଂମ୍ବୁ ନିକଟରେ ମହିଳା ଙ୍କ ଗଳା କାଟି ହତ୍ୟା କରିଥବା ସନ୍ଦେହ ଚାରି ବର୍ଷ ର ଶିଶୁ ପୁତ୍ର ଉଦ୍ଧର !

Spread the love

ମହାକାଳପଡା ଜଂମ୍ବୁ ନିକଟରେ ମହିଳା ଙ୍କ ଗଳା କାଟି ହତ୍ୟା କରିଥବା ସନ୍ଦେହ ଚାରି ବର୍ଷ ର ଶିଶୁ ପୁତ୍ର ଉଦ୍ଧର !
ADVERTISEMENT

ମହାକାଳପଡା ଜଂମ୍ବୁ ନିକଟରେ ମହିଳା ଙ୍କ ଗଳା କାଟି ହତ୍ୟା କରିଥବା ସନ୍ଦେହ ଚାରି ବର୍ଷ ର ଶିଶୁ ପୁତ୍ର ଉଦ୍ଧର ! ମହାକାଳପଡା ଜଂମ୍ବୁ ନିକଟରେ ମହିଳା ଙ୍କ ଗଳା କାଟି ହତ୍ୟା କରିଥବା ସନ୍ଦେହ ଚାରି ବର୍ଷ ର ଶିଶୁ ପୁତ୍ର ଉଦ୍ଧର !   ମହାକାଳପଡା : (ରିପୋର୍ଟ :ପ୍ରତୀକ ମିଶ୍ର): କଣ୍ଡରାପଡା ରେ ମହିଳା ଗଳା କାଟି ହତ୍ୟା ଚାରି ବର୍ଷ ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ ରାସ୍ତା କଡରେ ଦୃବୁତ ମାନେ ଫିଙ୍ଗି ଦେଇ ଥିବାର ଦେଖିବାକୁ ମିଳିଛି | କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ପଂଚାୟତର କଣ୍ଡରପଡା ଗ୍ରାମ ସଡକ ପାଟିଆ ରାସ୍ତା କଡରେ ଘଟିଯାଇଛି ଏ ଅଭାବ ନିୟ ଘଟଣା | ସୂଚନା ରୁ ଜଣାପଡୁଛି କଣ୍ଡରା ପଡିଆ ଏକ ଶୂନ ସାନ ଜାଗାରେ ରାତିଅଧିରେ ଘଟିଛି ଏ ଘଟଣା | କେହି ଦୃବୃତ୍ତ ପ୍ରଥମେ ମହିଳାଙ୍କ ଗଳା କାଟି ହତ୍ୟା କରିବା ପରେ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ,ଚାରି ବର୍ଷ ଶିଶୁ ପୁତ୍ର ର ମୁଣ୍ଡ କୁ ଆଘାତ କରି ରାସ୍ତା କଡ଼ କୁ ଫିଙ୍ଗି ଦେଇଛନ୍ତି | ଏ ଘଟଣାକୁ ସକାଳୁ ସକାଳୁ ସ୍ଥାନୀୟ ଲୋକ ଦେଖି ଥିଲେ | ଘଟଣା ସ୍ଥଳରେ ମା ର ମୃତ୍ୟୁ ହୋଇ ଥିଲା |  ଶିଶୁ ପୁତ୍ର ଟି ଗୁରୁତ୍ୱ ର ଅବସ୍ଥାରେ ପଡିରହିଥିଲା | ଶହେ ଆଠ ଆମ୍ମଳାନ୍ସ ରେ ଶିଶୁ ପୁତ୍ର ଟିକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଦିଆଯାଇଛି | ଏ ପଯ୍ୟନ୍ତ ମହିଳା ଶିଶୁ ପୁତ୍ର ଙ୍କ ପରିଚୟ ମିଳି ନାହିଁ | ଏହା ଏକ ହତ୍ୟା କାଣ୍ଡ ବୋଲି ସାଧାରଣ ଲୋକ ଚର୍ଚ୍ଚା ଓ ଆଲୋଚନା ହେଉଛି |ସ୍ଥାନୀୟ ପୋଲିସ କେସ ରୁଜୁ କରି ଇନିଭେସ୍ଟିଗେସନ ଜାରି ରଖିଛି |

ମହାକାଳପଡା : (ରିପୋର୍ଟ :ପ୍ରତୀକ ମିଶ୍ର): କଣ୍ଡରାପଡା ରେ ମହିଳା ଗଳା କାଟି ହତ୍ୟା ଚାରି ବର୍ଷ ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ ରାସ୍ତା କଡରେ ଦୃବୁତ ମାନେ ଫିଙ୍ଗି ଦେଇ ଥିବାର ଦେଖିବାକୁ ମିଳିଛି | କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ପଂଚାୟତର କଣ୍ଡରପଡା ଗ୍ରାମ ସଡକ ପାଟିଆ ରାସ୍ତା କଡରେ ଘଟିଯାଇଛି ଏ ଅଭାବ ନିୟ ଘଟଣା |

ସୂଚନା ରୁ ଜଣାପଡୁଛି କଣ୍ଡରା ପଡିଆ ଏକ ଶୂନ ସାନ ଜାଗାରେ ରାତିଅଧିରେ ଘଟିଛି ଏ ଘଟଣା | କେହି ଦୃବୃତ୍ତ ପ୍ରଥମେ ମହିଳାଙ୍କ ଗଳା କାଟି ହତ୍ୟା କରିବା ପରେ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ,ଚାରି ବର୍ଷ ଶିଶୁ ପୁତ୍ର ର ମୁଣ୍ଡ କୁ ଆଘାତ କରି ରାସ୍ତା କଡ଼ କୁ ଫିଙ୍ଗି ଦେଇଛନ୍ତି | ଏ ଘଟଣାକୁ ସକାଳୁ ସକାଳୁ ସ୍ଥାନୀୟ ଲୋକ ଦେଖି ଥିଲେ | ଘଟଣା ସ୍ଥଳରେ ମା ର ମୃତ୍ୟୁ ହୋଇ ଥିଲା |  ଶିଶୁ ପୁତ୍ର ଟି ଗୁରୁତ୍ୱ ର ଅବସ୍ଥାରେ ପଡିରହିଥିଲା | ଶହେ ଆଠ ଆମ୍ମଳାନ୍ସ ରେ ଶିଶୁ ପୁତ୍ର ଟିକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଦିଆଯାଇଛି | ଏ ପଯ୍ୟନ୍ତ ମହିଳା ଶିଶୁ ପୁତ୍ର ଙ୍କ ପରିଚୟ ମିଳି ନାହିଁ | ଏହା ଏକ ହତ୍ୟା କାଣ୍ଡ ବୋଲି ସାଧାରଣ ଲୋକ ଚର୍ଚ୍ଚା ଓ ଆଲୋଚନା ହେଉଛି |ସ୍ଥାନୀୟ ପୋଲିସ କେସ ରୁଜୁ କରି ଇନିଭେସ୍ଟିଗେସନ ଜାରି ରଖିଛି |

ADVERTISEMENT
ADVERTISEMENT
%d bloggers like this: