ମହାକାଳପଡା ଜଂମ୍ବୁ ନିକଟରେ ମହିଳା ଙ୍କ ଗଳା କାଟି ହତ୍ୟା କରିଥବା ସନ୍ଦେହ ଚାରି ବର୍ଷ ର ଶିଶୁ ପୁତ୍ର ଉଦ୍ଧର !
ADVERTISEMENT

ସୂଚନା ରୁ ଜଣାପଡୁଛି କଣ୍ଡରା ପଡିଆ ଏକ ଶୂନ ସାନ ଜାଗାରେ ରାତିଅଧିରେ ଘଟିଛି ଏ ଘଟଣା | କେହି ଦୃବୃତ୍ତ ପ୍ରଥମେ ମହିଳାଙ୍କ ଗଳା କାଟି ହତ୍ୟା କରିବା ପରେ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ,ଚାରି ବର୍ଷ ଶିଶୁ ପୁତ୍ର ର ମୁଣ୍ଡ କୁ ଆଘାତ କରି ରାସ୍ତା କଡ଼ କୁ ଫିଙ୍ଗି ଦେଇଛନ୍ତି | ଏ ଘଟଣାକୁ ସକାଳୁ ସକାଳୁ ସ୍ଥାନୀୟ ଲୋକ ଦେଖି ଥିଲେ | ଘଟଣା ସ୍ଥଳରେ ମା ର ମୃତ୍ୟୁ ହୋଇ ଥିଲା | ଶିଶୁ ପୁତ୍ର ଟି ଗୁରୁତ୍ୱ ର ଅବସ୍ଥାରେ ପଡିରହିଥିଲା | ଶହେ ଆଠ ଆମ୍ମଳାନ୍ସ ରେ ଶିଶୁ ପୁତ୍ର ଟିକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଦିଆଯାଇଛି | ଏ ପଯ୍ୟନ୍ତ ମହିଳା ଶିଶୁ ପୁତ୍ର ଙ୍କ ପରିଚୟ ମିଳି ନାହିଁ | ଏହା ଏକ ହତ୍ୟା କାଣ୍ଡ ବୋଲି ସାଧାରଣ ଲୋକ ଚର୍ଚ୍ଚା ଓ ଆଲୋଚନା ହେଉଛି |ସ୍ଥାନୀୟ ପୋଲିସ କେସ ରୁଜୁ କରି ଇନିଭେସ୍ଟିଗେସନ ଜାରି ରଖିଛି |
More Stories
ପୁରୀରୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାର live ଦେଖନ୍ତୁ…. ଜୟ ଜଗନ୍ନାଥ….
ମାଟ୍ରିକ ପରୀକ୍ଷା ଫଳାଫଳ ଜୁନ୍ ଶେଷ ସୁଦ୍ଧା ଘୋଷଣା ହେବାର ସମ୍ଭାବନା…
ବାହାଡାଝୋଲା କୋମଣ୍ଡ ଅଞ୍ଚଳରେ କ୍ରମାଗତ ଭାବେ ଲାଗି ରହିଛି ଚୋରି ଓ ରାହାଜାନୀ !