ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !

Spread the love
ADVERTISEMENT
ADVERTISEMENT

ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !

ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ ! ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !   ଦଶପଲ୍ଲା : 30/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ ଜିଲ୍ଲା  ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ 57 ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ବାଘର ବୟସ 5ବର୍ଷ ବୟସ ଅନୁମାନ କରାଯାଉଛି |    ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥି ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି |
ADVERTISEMENT

ଦଶପଲ୍ଲା : 30/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ 57 ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ବାଘର ବୟସ 5ବର୍ଷ ବୟସ ଅନୁମାନ କରାଯାଉଛି | 
  ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥି ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି | 

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: