ନନ୍ଦିଘୋର ଠାରେ ନୟାଗଡ -ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ !
ADVERTISEMENT

ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ | ଆଜି 3ଘଂଟିକା ସମୟରେ ଭୁବନେଶ୍ୱରରୁ ମୃତ ଶରୀରକୁ ଆଣି ଅଭିଯୁକ୍ତ ମନୋଜ ପାତ୍ର ଙ୍କ ଘର ଆଗରେ ଶବ ରଖି କ୍ଷତି ପୁରାଣ ଦାବି କାରି ନୟାଗଡ ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ | ତେବେ ଘଟଣାସ୍ଥଳରେ ଓଡଗାଁ ଆଦର୍ଶ ଥାନା ପୋଲିସ ପହଁଚି ଆପୋଷ ସମାଧାନ ପାଇଁ ଚେଷ୍ଟ କରୁଥିବା ଜଣା ପଡିଛି pic.twitter.com/QWfQ1msm4s
— Nayagarh khabar (@NayagarhK) June 28, 2021
ତେବେ ଆଜି 3ଘଂଟିକା ସମୟରେ ଭୁବନେଶ୍ୱରରୁ ମୃତ ଶରୀରକୁ ଆଣି ଅଭିଯୁକ୍ତ ମନୋଜ ପାତ୍ର ଙ୍କ ଘର ଆଗରେ ଶବ ରଖି କ୍ଷତି ପୁରାଣ ଦାବି କାରି ନୟାଗଡ ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ | ତେବେ ଘଟଣାସ୍ଥଳରେ ଓଡଗାଁ ଆଦର୍ଶ ଥାନା ପୋଲିସ ପହଁଚି ଆପୋଷ ସମାଧାନ ପାଇଁ ଚେଷ୍ଟ କରୁଥିବା ଜଣା ପଡିଛି
More Stories
ପୁରୀରୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାର live ଦେଖନ୍ତୁ…. ଜୟ ଜଗନ୍ନାଥ….
ମାଟ୍ରିକ ପରୀକ୍ଷା ଫଳାଫଳ ଜୁନ୍ ଶେଷ ସୁଦ୍ଧା ଘୋଷଣା ହେବାର ସମ୍ଭାବନା…
ବାହାଡାଝୋଲା କୋମଣ୍ଡ ଅଞ୍ଚଳରେ କ୍ରମାଗତ ଭାବେ ଲାଗି ରହିଛି ଚୋରି ଓ ରାହାଜାନୀ !