NK NEWS ODISHA

News agency Odisha

ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବୀ ରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନ ପିନ୍ଧିଲେ କଳାବ୍ୟାଚ୍

Spread the love

ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବୀ ରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନ ପିନ୍ଧିଲେ କଳାବ୍ୟାଚ୍

ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବୀ ରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନ ପିନ୍ଧିଲେ କଳାବ୍ୟାଚ୍ ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବୀ ରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନ ପିନ୍ଧିଲେ କଳାବ୍ୟାଚ୍ ଦଶପଲ୍ଲା : 28/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ଼ ର ଦୁଇ କର୍ତ୍ତବ୍ୟ ରତ ସାମ୍ବାଦିକ କୁଂ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳ କଂ ସରକାରୀ ଆବାସିକ କାର୍ଯ୍ୟାଳୟ ଠାରେ ସକାଳ ୮ ଟା ଠାରୁ ଆରମ୍ଭ ହୋଇଥିଲା ।ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ର ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଅଭ୍ୟାସ ଗତ ଦୁର୍ବ୍ୟବହାର କାରି ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର କୁ ଗିରଫ କରିବାକୁ ଜୋର୍ ଦାର୍ ଦାବି କରିଥିଲେ । ନୟାଗଡ଼ ଜିଲ୍ଲାପାଳ ଏହି ଦାବି ପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଦିବା ୧ ଘଟିକା ସମୟେ ସମସ୍ତ ସାମ୍ବାଦିକ ମାନେ ଜିଲ୍ଲାପାଳ କଂ ଆବାସିକ କାର୍ଯ୍ୟାଳୟ କୁ ଧସେଇ ପଶିବା ପରେ ଜିଲ୍ଲାପାଳ ବାଧ୍ୟହୋଇ ସାମ୍ବାଦିକ କଂ ସାମ୍ନାକୁ ଆସି ସଂଧ୍ୟା ୫ ଘଟିକା ସମୟରେ ଏହାର ସମାଧାନ କରିବାକୁ କହିଥିଲେ । କିନ୍ତୁ ସଂଧ୍ୟା ୫ ଘଟିକା ସମୟେ ପ୍ରତିନିଧି ଦଳକଂ ସହିତ ହୋଇଥିବା ବୈଠକରେ , ଏହି ସମସ୍ୟାର ବିଚାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିବା ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲା ସମସ୍ତ ବ୍ଲକ୍ ର ସାମ୍ବାଦିକ କଂ ସମେତ ଦଶପଲ୍ଲା ବ୍ଲକ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ ର ସଦସ୍ୟ ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ରତ୍ନାକର ହୋତା, ଶ୍ରୀଧର ସାହୁ, ସଂଜିବ୍ ସାହୁ, ଜନ୍ମେଜୟ ଆଚାର୍ଯ୍ୟ, ସୁଜିତ ନାୟକ, ସୁବାଷ ବାରିକ୍ , ବ୍ରଜବିହାରୀ ରୂପ ,ପ୍ରମୋଦ ମହାନ୍ତି, ପ୍ରକାଶ ନାୟକ,ରଂଜନ ବରାଡ଼,ସତ୍ୟନାରାୟଣ ସାହୁ କଳାବ୍ୟାଚ୍ ପିନ୍ଧି ଏହାର ପ୍ରତିବାଦ କରିଥିଲେ ।

ଦଶପଲ୍ଲା : 28/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ଼ ର ଦୁଇ କର୍ତ୍ତବ୍ୟ ରତ ସାମ୍ବାଦିକ କୁଂ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳ କଂ ସରକାରୀ ଆବାସିକ କାର୍ଯ୍ୟାଳୟ ଠାରେ ସକାଳ ୮ ଟା ଠାରୁ ଆରମ୍ଭ ହୋଇଥିଲା ।ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ର ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଅଭ୍ୟାସ ଗତ ଦୁର୍ବ୍ୟବହାର କାରି ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର କୁ ଗିରଫ କରିବାକୁ ଜୋର୍ ଦାର୍ ଦାବି କରିଥିଲେ । ନୟାଗଡ଼ ଜିଲ୍ଲାପାଳ ଏହି ଦାବି ପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଦିବା ୧ ଘଟିକା ସମୟେ ସମସ୍ତ ସାମ୍ବାଦିକ ମାନେ ଜିଲ୍ଲାପାଳ କଂ ଆବାସିକ କାର୍ଯ୍ୟାଳୟ କୁ ଧସେଇ ପଶିବା ପରେ ଜିଲ୍ଲାପାଳ ବାଧ୍ୟହୋଇ ସାମ୍ବାଦିକ କଂ ସାମ୍ନାକୁ ଆସି ସଂଧ୍ୟା ୫ ଘଟିକା ସମୟରେ ଏହାର ସମାଧାନ କରିବାକୁ କହିଥିଲେ । କିନ୍ତୁ ସଂଧ୍ୟା ୫ ଘଟିକା ସମୟେ ପ୍ରତିନିଧି ଦଳକଂ ସହିତ ହୋଇଥିବା ବୈଠକରେ , ଏହି ସମସ୍ୟାର ବିଚାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିବା ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲା ସମସ୍ତ ବ୍ଲକ୍ ର ସାମ୍ବାଦିକ କଂ ସମେତ ଦଶପଲ୍ଲା ବ୍ଲକ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ ର ସଦସ୍ୟ ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ରତ୍ନାକର ହୋତା, ଶ୍ରୀଧର ସାହୁ, ସଂଜିବ୍ ସାହୁ, ଜନ୍ମେଜୟ ଆଚାର୍ଯ୍ୟ, ସୁଜିତ ନାୟକ, ସୁବାଷ ବାରିକ୍ , ବ୍ରଜବିହାରୀ ରୂପ ,ପ୍ରମୋଦ ମହାନ୍ତି, ପ୍ରକାଶ ନାୟକ,ରଂଜନ ବରାଡ଼,ସତ୍ୟନାରାୟଣ ସାହୁ କଳାବ୍ୟାଚ୍ ପିନ୍ଧି ଏହାର ପ୍ରତିବାଦ କରିଥିଲେ ।
%d