BJD Scheduled Caste Cell meeting: Panchayat elections in focus

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବିଜେଡି ଅନୁସୂଚିତ ଜାତି ସେଲର ବୈଠକ : ଫୋକସରେ ପଞ୍ଚାୟତ ନିର୍ବାଚନ

BJD Scheduled Caste Cell meeting: Panchayat elections in focus
Spread the love
ADVERTISEMENT
ADVERTISEMENT

ବିଜେଡି ଅନୁସୂଚିତ ଜାତି ସେଲର ବୈଠକ : ଫୋକସରେ ପଞ୍ଚାୟତ ନିର୍ବାଚନ

କେନ୍ଦ୍ରାପଡ଼ା : 10/01/2022(ରିପୋର୍ଟ : ପ୍ରକାଶ କୁମାର ମଲ୍ଲିକ): ବିଜୁ ଜନତା ଦଳ ଦଳିତ ଜାତି ସେଲ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦଶରଥ ମଲ୍ଲିକ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୁହାଳସିଂ ସରପଞ୍ଚ ନଟବର ସେଠି ,ସେଲର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ମଲ୍ଲିକ, ଉପ ସଭାପତି ନଗେନ ଜେନା କେଳାପଡା ଦଳିତ ଜାତି ସେଲର ସାଧାରଣ ସମ୍ପାଦକ ତ୍ରୈଲୋକ୍ୟନାଥ ମଲ୍ଲିକ, ରୋହିତ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ସୁଧୀର ମଲ୍ଲିକ, ପ୍ରମିଳା ସେଠି, ନଗର ସଭାପତି ଭୀମସେନ ବେହେରା ,ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଦୁଷ୍ମନ୍ତ ମଲ୍ଲିକ ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ସଭାପତି ଓ କର୍ମକର୍ତ୍ତା ଯୋଗ କରିଥିଲେ । କୃଷ୍ଣଚନ୍ଦ୍ର ମଲ୍ଲିକ, ତନୁଜ ମଲ୍ଲିକ, ମାନସ ସେଠି ସଭା ପରିଚାଳନା କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁଦୃଢ଼ କରିବା ଏହି ସଭାର ମୁଖ୍ୟ ଆଭିମୁଖ୍ୟ ରହିଥିଲା ।

ADVERTISEMENT

ଅଦ୍ୟତନ ସୂଚନା ଅନୁସାରେ ଓଡିଶା ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀଦଳ ଚାହୁଁଛନ୍ତି | ଏଥିପାଇଁ ତିନୋଟି କାରଣ ଦର୍ଶାଇ ବିରୋଧୀଦଳ ଅତି କମରେ ତିନିମାସ ପାଇଁ ମତଦାନ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି | କୋଭିଡ ତୃତୀୟ ତରଙ୍ଗ ଏବଂ ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ଏହି ତିନୋଟି ଦାବୀ ଉପସ୍ଥାପନ କରିଛନ୍ତି।ପଞ୍ଚାୟତ ସର୍ଭେ ପୂର୍ବରୁ ରାଜ୍ୟରେ ବର୍ତ୍ତମାନର କୋଭିଡ -19 ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଜାରି କରିପାରନ୍ତି ନିର୍ଦ୍ଦେଶାବଳୀ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: