ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦି ।
ଆଜି ହେଉଛି ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |
ସେ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି, “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ମୁଁ ତାଙ୍କୁ ପ୍ରଣିପାତ କରୁଛି । ତାଙ୍କର ଉନ୍ନତ ଆଦର୍ଶ ଆମ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରୁଛି । ଭାରତର ଏକତା ଓ ପ୍ରଗତି ଦିଗରେ ଡଃ ମୁଖାର୍ଜୀ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ନିଜକୁ ଜଣେ ଉଲ୍ଲେଖନୀୟ ବିଦ୍ୱାନ ଏବଂ ବୁଦ୍ଧିଜୀବୀ ଭାବେ ପରିଚିତ କରାଇଥିଲେ ।
More Stories
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ
ଦିଲ୍ଲୀ ବନ୍ୟା: ଯମୁନା ବନ୍ୟା ଦ୍ୱାରା ପ୍ରଭାବିତ ଦିଲ୍ଲୀର ଦେଖନ୍ତୁ ଏହି ଚିତ୍ର |
‘ମୋ ଶରୀରର ପ୍ରତ୍ୟେକ କଣିକା ଆପଣଙ୍କ ପାଇଁ’: ପ୍ରଧାନମନ୍ତ୍ରୀ ମୋଦୀ