ଘର ଘର ବୁଲି ଅସହାୟ ଓ ଗରିବ ମାନଙ୍କୁ କମ୍ବଳ ବଣ୍ଟନକଲେ ବାବା ବିପିନ ବିହାରୀ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଘର ଘର ବୁଲି ଅସହାୟ ଓ ଗରିବ ମାନଙ୍କୁ କମ୍ବଳ ବଣ୍ଟନକଲେ ବାବା ବିପିନ ବିହାରୀ

Baba Bipin Bihari went from house to house distributing blankets to the needy and the poor
Spread the love
ADVERTISEMENT
ADVERTISEMENT

ଘର ଘର ବୁଲି ଅସହାୟ ଓ ଗରିବ ମାନଙ୍କୁ କମ୍ବଳ ବଣ୍ଟନକଲେ ବାବା ବିପିନ ବିହାରୀ

ନୟାଗଡ : 16/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ଶୁଣ୍ଢିଝୋଲା ଗାଁ’ ରେ LEDY PROTECT TEAM, BBSR ତରଫରୁ ବାବା ବିପିନ ବିହାରୀ ରାଉତ ଗାଁ’ ର ସମସ୍ତ ଅସହାୟ, ଗରିବ ଲୋକମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । ଏହା ସହିତ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ, ବାହାଡାଝୋଲାର ସମସ୍ତ ଦୃଷ୍ଟିହୀନ ସଭ୍ୟ/ସଭ୍ୟାମାନଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ଯେଉଁ ମାନେ ବାବାଙ୍କ ପାଖକୁ ଆସିପାରି ନଥିଲେ,ବାବା ନିଜେ ସେମାନଙ୍କ ଘରକୁ ଯାଇ କମ୍ବଳ ଦେଇ ଆସିଥିଲେ । ଲେଡି ପ୍ରୋଟେକ୍ଟ ଟିମ୍ ର ଅନିରୁଦ୍ଧ ଲେଙ୍କା, ରମାକାନ୍ତ ସ୍ବାଇଁ, ସାନ୍ତନୁ ବିଶ୍ବାଳଙ୍କ ସହିତ ପୂର୍ବତନ ସରପଞ୍ଚ , ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ସହଯୋଗ କରିଥିଲେ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: