Annual Meeting of the Non-Governmental Organizations (GNF)

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସାମାଜିକ ବେସରକାରୀ ସମୂହ ସଂଗଠନ (ଜୀଏନଏଫ) ର ବାଷିର୍କ ବୈଠକ

Annual Meeting of the Non-Governmental Organizations (GNF)
Spread the love
ADVERTISEMENT
ADVERTISEMENT

ଘୁମୁସର ର ସାମାଜିକ ବେସରକାରୀ ସମୂହ ସଂଗଠନ(ଜୀଏନଏଫ) ର ବାଷିର୍କ ଵୈଠକ ସାଂନୀୟ ଵୁଦ୍ଧଖୋଲ ଠାରେ ଅନୁଷ୍ଠିତ। ଵିଶ୍ଵର ବିପଦ କୋରନା ଓ ଓମିକ୍ରନ ବିପଦ ସମୟରେ ସରକାରଙ୍କୁ ଦ୍ବାରା ବିଭିନ୍ନ କାର୍ୟ୍ଯ ରେ ଘୁମୁସର ଏନଜିଓ ଫେଡରେଶନ ସାନୀୟ ପ୍ରଶାସନ କୁ ପୂର୍ବ ବରଷ ଭଳି ଏଥର ମଧ୍ଯ ସାହାୟ୍ଯ କରିବା ପାଇଁ ବୈଠକ ରେ ମତବ୍ୟକ୍ତ ରଖାଯାଇ ଅଛି। କୋବିଦ ନିୟମଗୁଡ଼ିକ ମାନି, ସାମାଜିକ ଦୂରତା , ମାସ୍କ ସବୁବେଳେ ପରିଧାନ କରିବା, ବାହାରରୁ ଘରକୁ ଫେରିଲା ବେଳେ ସାନିଟାଇଜ ହେବା, ଆବଶ୍ଯକ ନ ହେଲେ ଘରୁ ବାହାରିବା ନାହିଁ, ଜନଗହଳି ଠାରୁ ଦୂରେଇବା ସହ ଗୁଜବ କଥା ଠାରୁ ଦୂରେଇ ରହିବା ସଭାରେ ଆଲୋଚନା କରାଯାଇ ଅଛି। ସଭାରେ ଵାର୍ଡ ସଂପାଦକ ପ୍ରକାଶ ଚଂଦ୍ର ସାହୁ ସଭାପତିତ୍ୱ କରି ଥିବା ବେଳେ ନିର୍ଦ୍ଦେଶର ନିର୍ଦ୍ଦେଶକ ଗୀରିଧାରୀ ପଟନାୟକ ପରିଚାଳନା କରି ଥିେଲେ।

ADVERTISEMENT

ସାମାଜିକ ସଂଗଠନ କୁ ପରିଚୟ ପତ୍ର ପ୍ରଦାନ ଦେଵା, ବିଭିନ୍ନ କାର୍ୟ୍ଯ କ୍ରମରେ ସ୍ଥାନୀୟ ଜୀଏନଏଫ କୁ ସାମିଲ କରିବା, ଆଗାମୀ ପଂଚାୟତ ନିର୍ବାଂଚନ ଘୁଞ୍ଚାଇ ଦିଆଯାଉ ଅଥବା ନିର୍ବାଚନରେ ପ୍ରତିଦ୍ବନ୍ଦୀ କରୁଥିବା ପ୍ରାର୍ଥୀ ଦ୍ବାରା ଜନସମାଗମରେ କୋବିଦ ଆକ୍ରାନ୍ତ ହୁଏ ତେବେ ଉକ୍ତ ଧାରିଙ୍କୁ ଦାୟି କରାଯାଉ ଓ ଆଇନତଃ ଦଣ୍ତ ବିଧାନ କରାଯାଉ, ସାମୟିକ ପରିସ୍ଥିତି ଅନୁଧ୍ଯାନ କରି ଭଂଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଘୋଷଣା କରାଯାଉ। ଭଂଜନଗର ଵ୍ଲକର ବାର୍ଡ, ଗାଲେରୀ ଇଷ୍ଟ ନିର୍ଦ୍ଦେଶକ ସ୍ବର୍ଣଲତା ବ୍ରହ୍ମା ,ଵେଲଗୁଣ୍ଠା ୟୁବିଏସଏସ ଓ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ର ନିର୍ଦ୍ଦେଶକ ସୌମ୍ୟରଂଜନ ମହାପାତ୍ର, ଜଗନ୍ନାଥ ପ୍ରସାଦର ନିର୍ଦ୍ଦେଶ, ସୋରଡ଼ା ଵ୍ଲକର ଶ୍ରୀମା ରାମକୃଷ୍ଣ ସ୍ୱାର, ଆସିକା ବ୍ଳକର ଓଆରଡିଏସର ଶୀଶିର ଶତପତି, ଶେରଗଡ଼ ବ୍ଳକର ହର୍ଷ ଁସାମଲ , ଧରାକୋଟ ଵ୍ଳକ ଜିଭିଓଟିଆରଡି, ଓ ଆୟୋଜନ କାରି ଵୁଗୁଡା ବ୍ଳକର ସମତା ସଂସ୍ତାର ମୁଖ୍ଯ ଅରୁଣ ସାହୁ ଓ ଆଠଗୋଟି ବ୍ଳକର ଵିଭିନ୍ନ ସାମାଜିକ ସଂଗଠନର ମୁଖ୍ଯ ଯୋଗ ଦେଇଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: