ଶିକ୍ଷାର ଉନତି ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ |
କଟକ : 17/06/2022(ବ୍ୟୁରୋ): ଓଡିଶା ସରକାରଙ୍କର ଶିକ୍ଷାର ଉନତି ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଥମଥର ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆଦର୍ଶ ସ୍କୁଲ ଖୋଲାଯାଇଛି | ଏଥିରେ ଗରିବ ପିଲା ମାନେ କିଭଳି ଭଲ ପାଠ ପଡିପାରିବେ ସେଥିପାଇଁ ପ୍ରଶାସନ ତତ୍ପରତା ଦେଖିବାକୁ ମିଳିଛି | ଏହି ଆଦର୍ଶ ସ୍କୁଲରେ ମୋଟ 83ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ପାସ ହୋଇଛନ୍ତି | ସେଇପିଲାମାନଙ୍କୁ ଫୁଲ ଚନ୍ଦନରେ ବନ୍ଦାପନା କରି ଶିକ୍ଷା ଗୃହକୁ ଆଦର୍ଶ ସ୍କୁଲର ଅଧ୍ୟାପକ ଓ ସ୍ଥାନୀୟ ସରପଞ୍ଚ ପ୍ରବେଶ କରାଇଥିଲେ |
More Stories
ଆମକୁ ଟିକିଏ ସାହାଯ୍ୟ କରନ୍ତୁ…. !
ପଦ୍ମ ବନ ପୀଠ ସାଜିଲା ଶ୍ରୀକ୍ଷେତ୍ର !
ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା..ତାପରେ ଲୋକମାନେ କଣ କଲେ ଦେଖନ୍ତୁ….