NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଶିକ୍ଷାର ଉନତି ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ |

Adarsh ​​Vidyalaya started today at Asureshwar Model High School for the betterment of education.
Spread the love
ADVERTISEMENT

ଶିକ୍ଷାର ଉନତି ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ |

କଟକ : 17/06/2022(ବ୍ୟୁରୋ): ଓଡିଶା ସରକାରଙ୍କର ଶିକ୍ଷାର ଉନତି ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଥମଥର ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆଦର୍ଶ ସ୍କୁଲ ଖୋଲାଯାଇଛି | ଏଥିରେ ଗରିବ ପିଲା ମାନେ କିଭଳି ଭଲ ପାଠ ପଡିପାରିବେ ସେଥିପାଇଁ ପ୍ରଶାସନ ତତ୍ପରତା ଦେଖିବାକୁ ମିଳିଛି | ଏହି ଆଦର୍ଶ ସ୍କୁଲରେ ମୋଟ 83ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ପାସ ହୋଇଛନ୍ତି | ସେଇପିଲାମାନଙ୍କୁ ଫୁଲ ଚନ୍ଦନରେ ବନ୍ଦାପନା କରି ଶିକ୍ଷା ଗୃହକୁ ଆଦର୍ଶ ସ୍କୁଲର ଅଧ୍ୟାପକ ଓ ସ୍ଥାନୀୟ ସରପଞ୍ଚ ପ୍ରବେଶ କରାଇଥିଲେ |

ADVERTISEMENT
ADVERTISEMENT
%d bloggers like this: