ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ
ଓଡଗାଁ : 27/07/2021(ରିପୋର୍ଟ : ନିରଞ୍ଜନ ସାହୁ): ଓଡ଼ଗାଁ,ଥାନା ଅନ୍ତର୍ଗତ କୁରାଳ ଆଜି ଅପରାହ୍ନ 3 ଟାରେ ଭୁବନେଶ୍ୱର ଭଞ୍ଜନଗର ରାସ୍ତାର କରିସିଙ୍ଗି ଛକ ନିକଟରେ ଏକ ସ୍କୁଟି ନଂ ଓଡି 25-ଜି 3781ସହିତ ବାଜାଜ ପ୍ଲାଟିନା ନଂ ଓ ଆର 25 -7066 ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ହୋଇଥିବା ଖବର ପାଇ ଓଡ଼ଗାଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିବା ବେଳେ ସ୍କୁଟି ଚାଳକ (25)ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଅନ୍ୟ ବାଇକ ଚାଳକ ଆହତ ଥିବାରୁ ଓଡ଼ଗାଁ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି । ମୃତକଙ୍କ ପରିବାର ଭେଣ୍ଡିଆ ପୂଅକୁ ହରେଇ ଭାଙ୍ଗିପଡିଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଓଡ଼ଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |