ଚାନ୍ଦବାଲି ଏନ ଏ ସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୃଘଟଣା ଗ୍ରସ୍ଥ, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହାତ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଚାନ୍ଦବାଲି ଏନ ଏ ସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୃଘଟଣା ଗ୍ରସ୍ଥ, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହାତ

Spread the love
ADVERTISEMENT
ADVERTISEMENT

ଚାନ୍ଦବାଲି ଏନ ଏ ସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୃଘଟଣା ଗ୍ରସ୍ଥ, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହାତ

ADVERTISEMENT

ଭଦ୍ରକ :04/07/2021(ରିପୋର୍ଟ : ସମୀର ମହାନ୍ତି): ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ୮ ଟା ସମୟରେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ ଚାଳକ ଭାରସ୍ୟମ ହରାଇ ଥିଲେ, ଏଥିନେଇ ଗାଡିଟି ପୋଖରୀ ମାଧକୁ ଓଲଟି ପଡିଥିଲା l ସ୍ଥାନୀୟ ବାସୀ ପୋଲିସକୁ ଖବର ଦେବା ସହ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି l

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: