NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଦଶପଲ୍ଲା 57ନଂ. ଜାତୀୟ ରାଜପଥ ଦୁର୍ଘଟଣାରେ ବୃଦ୍ଧ ଗୁରୁତର !

Spread the love
ADVERTISEMENT

ଦଶପଲ୍ଲା 57ନଂ. ଜାତୀୟ ରାଜପଥ ଦୁର୍ଘଟଣାରେ ବୃଦ୍ଧ ଗୁରୁତର !

ନୟାଗଡ଼ :- ( ନୟାଗଡ଼ ରୁ ନିଉଜ୍ ହେଡ଼୍ ଙ୍କ ରିପୋର୍ଟ ) ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଦଶପଲ୍ଲାର କାନାରା ବ୍ୟାଙ୍କ୍ ସମ୍ମୁଖରେ ଏକ ଛାତି ଧରେଇଦେଲା ଭଳି ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣା ରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ବାମ ଗୋଡ଼ ଟି ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ସେ ଗୁରୁତର ହୋଇ ପଡିଥିବାର ଦେଖିବାକୁ ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଦଶପଲ୍ଲା ପୋଲିସ୍ ,ଘଟଣା ସ୍ଥଳରେ ପହଞ୍ଚି ଦଶପଲ୍ଲା ର ଅଗ୍ନି ଶ୍ରମ ବାହିନୀ ସାହାଯ୍ୟ ରେ ଗୁରୁତ୍ତର ବୃଦ୍ଧ ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ଗୋଟିଏ ବୋଲେରୋ ବୃଦ୍ଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୃତ ଗତିରେ ଚାଲିଯାଇଥିଲା । ଦଶପଲ୍ଲା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ADVERTISEMENT
ADVERTISEMENT
%d bloggers like this: