ବାଇଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବାଇଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

A rare black leopard was found in the Baishipalli Sanctuary
Spread the love
ADVERTISEMENT
ADVERTISEMENT
ADVERTISEMENT

ବାଇଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

ଦଶପଲ୍ଲା :09/12/2021:ନୟାଗଡ଼ ଜିଲ୍ଲା ର ଘୋର ଅରଣ୍ୟ ମଧ୍ୟରେ, ଅନେକ ବିରଳ ଓ ବିଲୁପ୍ତ ପ୍ରାୟ ଉଡ଼ନ୍ତା ଗୁଣ୍ଡୁଚି,ବାଘୁଆ ମୂଷା, ଚିତ୍ରା କଂକଡା,ନେପାଳୀ ମୁଷା, ବାଘ ବିରାଡ଼ି ଭଳି ଅନେକ ବିରଳ ବନ୍ୟପ୍ରାଣୀ ରହିଥିବାର ପ୍ରମାଣ ରହିଥିବାବେଳେ, ବାଣିଗୋଛା ( ପଶ୍ଚିମ ) ବନାଞ୍ଚଳର ବାଈଶୀପଲ୍ଲୀ ଅଭୟାରଣ୍ୟର ଏକ ଅଭ୍ୟନ୍ତରିଣ ( କୋର୍ ଏରିଆ ) ଅଂଚଳରେ ଏକ କଳା ଚିତାବାଘ ଚିହ୍ନଟ କରାଯାଇଛି । ଅଭୟାରଣ୍ଯ ମଧ୍ୟରେ ଲାଗିଥିବା ଟ୍ରାଫ୍ କ୍ୟାମେରାରେ କିଛିଦିନ ତଳେ ଏହି ବାଘ ଚିହ୍ନଟ ହୋଇଛି । ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅଭୟାରଣ୍ୟ ଅଂଚଳରେ କଳା ଚିତାବଘର ଉପସ୍ଥିତି ଏକ ଶୁଭ ସୂଚନା ବୋଲି ବନବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: