ଗାନ୍ଧୀଜୟନ୍ତୀରେ ନୟାଗଡ ଜିଲ୍ଲା ମାନବାଧିକାର ସଂଗଠନ ତରଫରୁ ମାଗଣା ପୁନର୍ବାସ ଶିବିର ଆୟୋଜିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଗାନ୍ଧୀଜୟନ୍ତୀରେ ନୟାଗଡ ଜିଲ୍ଲା ମାନବାଧିକାର ସଂଗଠନ ତରଫରୁ ମାଗଣା ପୁନର୍ବାସ ଶିବିର ଆୟୋଜିତ |

A free rehabilitation camp has been organized by the Nayagarh District Human Rights Organization on Gandhi Jayanti.
Spread the love
ADVERTISEMENT
ADVERTISEMENT

ଗାନ୍ଧୀଜୟନ୍ତୀରେ ନୟାଗଡ ଜିଲ୍ଲା ମାନବାଧିକାର ସଂଗଠନ ତରଫରୁ ମାଗଣା ପୁନର୍ବାସ ଶିବିର ଆୟୋଜିତ |

ନୟାଗଡ : 02/10/2021(ବ୍ୟୁରୋ ): ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ସର୍ବଭାରତୀୟ ମାନବାଧିକାର ସଂଗଠନ ଅଧୀନରେ ପରିଚାଳିତ ପ୍ରିୟ ଦିନିରେ ଏହାବ କେୟାର (ଦିବ୍ୟଙ୍ଗ ସେବା ସଂସ୍ଥା) ଦ୍ୱାରା ଏକ ମାଗଣା ପୁନର୍ବାସ ଶିବିର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ 50 ରୁ ଉର୍ଦ୍ଧ ହିତାଧିକାରୀ ଯୋଗଦେଇ ମାଗଣା ଚିକିତ୍ସା ସୁବିଧା ପାଇଥିଲେ । ଏଠାରେ 1 ବର୍ଷ ବୟସରୁ ଆରମ୍ଭ କରି 70 ବର୍ଷ ବୟସ ବ୍ୟକ୍ତି ଯୋଗଦେଇ ଫିଜିଓଥେରାପି, ଓକପେସନ ଥେରାପି ବାକ୍ ଏବଂ ଶ୍ରବଣ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ସ୍ୱନ୍ତ୍ରତଶିକ୍ଷା ତାଲିମ ପାଇଥିଲେ ।

ଏଠାରେ ମୁଖ୍ୟ ଅଠିଥି ଭାବରେ ସମାଜସେବୀ ଦାମୋଦର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ | ସଂସ୍ଥାର ଜିଲ୍ଲା ମୁଖ୍ୟ ଏବଂ ନିର୍ଦ୍ଦେଶକ ଡ଼ା. ପ୍ରୀତମ ମହାପାତ୍ର ଏବଂ ଜିଲ୍ଲା ସମ୍ପାଦକ ପବିତ୍ର ମୋହନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସଂସ୍ଥା ତରଫରୁ ଆଗାମୀ ଦିନରେ ଏହିଭଳି ସୁବିଧା ଲୋକମାନଙ୍କୁ ମାଗଣାରେ ତୃଣମୂଳ ସ୍ଥରରେ ଯୋଗାଇବା ଦିଆଯିବାପାଇଁ ଯୋଜନା ରହିଛି ବୋଲି ନିର୍ଦ୍ଦେଶକ ମହାପାତ୍ର କହିଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: