NK NEWS ODISHA

News agency Odisha

ନୂଆଗାଁ ବ୍ଳକରେ ଗଡ଼ିଲା ସ୍ୱଚ୍ଛତା ରଥ |

A clean chariot rolled in the Nuagaon block
Spread the love

ନୂଆଗାଁ ବ୍ଳକରେ ଗଡ଼ିଲା ସ୍ୱଚ୍ଛତା ରଥ |

ନୂଆଗାଁ : 30/09/2021(ରିପୋର୍ଟ : ନିରଞ୍ଜନ ସାହୁ): ସରକାର ଲୋକଙ୍କୁ ସଚେତନତା କରିବା ପାଇଁ ଅନେକ ମାଧ୍ୟମରେ ଆପଣେଇ ଥାଆନ୍ତି | ବିଭିନ୍ନ ସାଂସ୍କୃତିକ ମାଧ୍ୟମରେ ଜନସଚେତନତା କରିଥାନ୍ତି ସରକାର |

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ପାଲା ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତା ସଚେତନତା କରିବା ପରେ ଆଜି ଆରମ୍ଭ ହୋଇଛି ସଚେତନତା ରଥ | ଏହି ରଥଙ୍କୁ ନୂଆଗାଁ ବ୍ଳକ ବିଡ଼ିଓ ପ୍ରମୋଦ କୁମାର ନାୟକ ପତକା ଦେଖେଇ ଶୁଭାରମ୍ଭ କରିଥିଲେ | ଏଥିସହ
ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି ରଥର ଯାତ୍ରାରମ୍ଭ କରିଥିଲେ | ନୂଆଗାଁ ବ୍ଳକର ସମୁଦାୟ 22 ଟି ପଂଚାୟତର ସବୁ ଗାଁ’କୁ ଯାଇ ଲୋକମାନଙ୍କୁ ସଚେତନତା କରିବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ।

%d