ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଏତେବଡ ଗାତ ! ଦେଖନ୍ତୁ ଭିଡିଓରେ କିପରି ହେଇଛି… - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଏତେବଡ ଗାତ ! ଦେଖନ୍ତୁ ଭିଡିଓରେ କିପରି ହେଇଛି…

A big hole in the rural road ! See what happened in the video ...
Spread the love
ADVERTISEMENT
ADVERTISEMENT

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଏତେବଡ ଗାତ ! ଦେଖନ୍ତୁ ଭିଡିଓରେ କିପରି ହେଇଛି…

ADVERTISEMENT

କଟକ : 13/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ ): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ବୁହାଳୋ-କାନପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି |

ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି | କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ଅଧୀନରେ 8 ନମ୍ବର କେନାଲ ରହିଛି | ଏହି କେନାଲର ବାମପାର୍ଶ୍ୱ ରାସ୍ତାର ବୁହାଳଠାରୁ କାହ୍ନପୂର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା | ଏଥି ନିମନ୍ତେ ଏକ କୋଟିରୁ ଉର୍ଦ୍ଧ ଟଙ୍କା ମଂଜୁର କରାଯାଇଥିଲା | ଠିକାଦାର ଅଟକଳ ଅନୁଯାୟୀ କାମ କରିନଥିଲେ | ଏହି ରାସ୍ତାରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିଲା |

ଫଳରେ ଏହି ରାସ୍ତାର ବଡ଼କ୍ଷୀର ନିକଟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି | ଏହା ଫଳରେ ଯାନବାହାନ ଗମନାଗମନରେ ବ୍ୟାଘାତ ସୃଷ୍ଟି ହୋଇଛି | ଅପର ପକ୍ଷରେ ମନ୍ତ୍ରୀ, ଯନ୍ତ୍ରୀ , ଠିକାଦାର ଅସାଧୁ ମେଣ୍ଟ କରି ସରକାରୀ ରାଜ କୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲାବେଳେ ଲୋକେ ଚରମ ହଟ ହଟା ହେଉଥିବାର ଅଭିଯୋଗ ହୋଇଛି | ଏହାର ତଦନ୍ତ ଦାବି କରଛନ୍ତି ଅଞ୍ଚଳବାସୀ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: