NK NEWS ODISHA

News agency Odisha

ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ ତମ ବନ ମହୋତ୍ସବ।

Spread the love

ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ ତମ ବନ ମହୋତ୍ସବ।

ନୂଆଗାଁ :(ରିପୋର୍ଟ ନିରଞ୍ଜନ ସାହୁ): – ପ୍ରତି ବର୍ଷ ପରୀ ଏ ବର୍ଷ ମଧ୍ୟ 72ତମ ବନ ମହୋତ୍ସବ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଳିସାହି ପଞ୍ଚାୟତର ଖେତପଡା ରଗଡ଼ି ମଡ଼ା ସଂରକ୍ଷିତ ଜଙ୍ଗଲରେ ବନ ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଆଜିର ଦିନରେ ନୟାଗଡ଼ ବନାଞ୍ଚଳ ଅଧୀନରେ ଲିମ,ଜାମ୍ମୁ, କରଂଜ, ସିସୁ, ବାହାଡ଼ା ଭଳି ବହୁ
ଔଷଧୀୟ ଗଛ ଲଗାଯାଇଛି । ଏଥୀରେ ନୟାଗଡ଼ ଏ ସି ଫ ଅରବିନ୍ଦ ମାହାନ୍ତିଙ୍କ ସହ ସମସ୍ତ ଅଧୀକାରି ଯୋଗଦେଇଥିଲେ ଏଥୀସହ ନୂଆଗାଁ ବ୍ଳକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ସରପଂଚ ପର୍ଶୁରାମ ସାହୁ, ଦିପକ କୁମାର ପ୍ରଧାନ, ଖୁଣ୍ଟଗାଁ ସମିତି ସଭ୍ୟ ରାଜକିଶୋର ପ୍ରଧାନଙ୍କ ସହ ବନପାଳ ସୁମିତ୍ରା ମିଶ୍ର ଏବଂ ସମସ୍ତ କର୍ମଚାରୀ ଓ ବନ ସୁରକ୍ଷା କମିଟି ଯୋଗଦେଇଥିଲେ ।

%d