ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ ତମ ବନ ମହୋତ୍ସବ। - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ ତମ ବନ ମହୋତ୍ସବ।

Spread the love
ADVERTISEMENT
ADVERTISEMENT

ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ ତମ ବନ ମହୋତ୍ସବ।

ନୂଆଗାଁ :(ରିପୋର୍ଟ ନିରଞ୍ଜନ ସାହୁ): – ପ୍ରତି ବର୍ଷ ପରୀ ଏ ବର୍ଷ ମଧ୍ୟ 72ତମ ବନ ମହୋତ୍ସବ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଳିସାହି ପଞ୍ଚାୟତର ଖେତପଡା ରଗଡ଼ି ମଡ଼ା ସଂରକ୍ଷିତ ଜଙ୍ଗଲରେ ବନ ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଆଜିର ଦିନରେ ନୟାଗଡ଼ ବନାଞ୍ଚଳ ଅଧୀନରେ ଲିମ,ଜାମ୍ମୁ, କରଂଜ, ସିସୁ, ବାହାଡ଼ା ଭଳି ବହୁ
ଔଷଧୀୟ ଗଛ ଲଗାଯାଇଛି । ଏଥୀରେ ନୟାଗଡ଼ ଏ ସି ଫ ଅରବିନ୍ଦ ମାହାନ୍ତିଙ୍କ ସହ ସମସ୍ତ ଅଧୀକାରି ଯୋଗଦେଇଥିଲେ ଏଥୀସହ ନୂଆଗାଁ ବ୍ଳକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ସରପଂଚ ପର୍ଶୁରାମ ସାହୁ, ଦିପକ କୁମାର ପ୍ରଧାନ, ଖୁଣ୍ଟଗାଁ ସମିତି ସଭ୍ୟ ରାଜକିଶୋର ପ୍ରଧାନଙ୍କ ସହ ବନପାଳ ସୁମିତ୍ରା ମିଶ୍ର ଏବଂ ସମସ୍ତ କର୍ମଚାରୀ ଓ ବନ ସୁରକ୍ଷା କମିଟି ଯୋଗଦେଇଥିଲେ ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: