72ତମ ବନ ମହୋତ୍ସବ ପାଳିତ
ନୂଆଗାଁ : 03/07/2021(ରିପୋର୍ଟ : ନିରଞ୍ଜନ ସାହୁ): ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ 72ତମ ବନ ମହୋତ୍ସବ ହାତିମୁଣ୍ଢା ରିଜର୍ଭ ଜଙ୍ଗଲଠାରେ ପାଳିତ ହୋଇଯାଇଛି | ନିମ ,ଜାମ୍ମୁ, କରଞ୍ଜ, ସିସୁ, ବାହାଡ଼ା ଭଳି ବହୁ ଔଷଧୀୟ ଗଛ ଏହି ଉତ୍ସବରେ ଲଗାଯାଇଛି । ଏଥିରେ ମାଇଛେଳୀ ସରପଂଚ ଲିଙ୍ଗରାଜ ପରିଡା ଯୋଗଦେଇଥିଲେ | ରେଂଜର ଅଭୟ କୁମାର ରଥଙ୍କ ସହ ସମସ୍ତ କର୍ମଚାରୀ ଏବଂ ଗ୍ରାମ୍ୟ ଜଙ୍ଗଲ କମିଟି ଯୋଗଦେଇଥିଲେ ।
More Stories
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଓଡଗାଁର ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତ