ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର

Spread the love
ADVERTISEMENT
ADVERTISEMENT


ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର 

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର  ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର   💐ଆଜିର ଦିନଟି 💐               -------------    ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )            ---- --- --- --- ----   -----; ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----                  ------------------   ମିଥୁନ ଦି୧୩ନ, ଆଷାଢ଼ କୃଷ୍ଣପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୭ରିଖ ,ରବିବାର ।               -------  -------- ସୂର୍ଯ୍ୟୋଦୟ ପ୍ରାଘ୫/୧୧/୨୦, ସୂର୍ଯ୍ୟାସ୍ତ ସଂଘ୬/୨୭/୪୩ଗ ।              ------ ---- ------- ତୃତୀୟା ଦିଘ୩/୫୭, ଶ୍ରବଣା ରାଘ୧/୨୪, ମକରଚନ୍ଦ୍ର ଅହୋରାତ୍ର, ବୈଧୃତି  ଦିଘ୪/୨୮, ବିଷ୍ଟି ଦିଘ୩/୫୭ଗ, ବବ  ରାଘ୩/୩ ।              ----- --- ----- ଯାତ୍ରା :--ଯୋଗିନୀ ଆଗ୍ନେୟେ , ଦିଘ୩/୫୭ଗ ନୈଋତେ ।ଅତଃ ଆଗ୍ନେୟେ ,ପୂର୍ବେ ଓ ଗତେ ନୈଋତେ, ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ମେଷରାଶିର, ଘାତଚନ୍ଦ୍ର :--ସିଂହ ରାଶିର, ରଜଶ୍ଚକ୍ରେ :--କନ୍ୟା ସର୍ବସୁଖୀ, ଶୁଭକର୍ମ :--ଦିଘ୩/୫୭ଗ ଶ୍ରବଣା  ଓ         ଧନିଷ୍ଠା ନକ୍ଷତ୍ରେ ବିବାହ ପାଣିଗ୍ରହଣ, ଶରଣପଞ୍ଚକ :--କ୍ରମଶଃ, ଭକ୍ଷଣ ନିଷେଧ :--ପୋଟଳ, ଦିଘ୩/୫୭ଗ                             ମୂଳକ , ପୁଷ୍କରଦୋଷ :--ମୃତେ ପା୧ଦ, ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ,               ------------- ଅମୃତବେଳା :--ଦିଘ୭/୫୧ମ, ବାର ଓ କାଳବେଳା :-- ଦିଘ୧୦/୧୧ଗ                    ଦିଘ୧/୩୦ମ, ମାହେନ୍ଦ୍ରବେଳା :--ଦିଘ୩/୪୯ଗ                    ଦିଘ୪/୪୨ମ, କାଳରାତ୍ରି :--ରାଘ୧/୧୧ଗ ଘ୨/୩୧ମ,                 -----------        *ଆଜିର ରାଶିଫଳ*               ******** ମେଷରାଶିର :--କର୍ମେ ଉନ୍ନତି ଓ ଶତ୍ରୁଜୟ, ବୃଷ :--ବଦନାମ ,ଦଣ୍ଡଭୟ ଓ ବିଚଳିତ, ମିଥୁନ :--ଦୁର୍ଘଟଣା ,ଆଘାତ ଓ ଧନନାଶ, କର୍କଟ :--ପ୍ରୀତିବୃଦ୍ଧି ଓ ସହଯୋଗ ଲାଭ, ସିଂହ :--ଆୟାଧିକ ,ବନ୍ଧୁ ସଂଯୋଗ , କନ୍ୟା :--କାର୍ଯ୍ୟେ ବାଧା , ମନାନ୍ତର, ତୁଳା :--ଶ୍ୱାସ ପୀଡା , ଧନବ୍ୟୟ, ବିଛା :--ଧନଦ୍ରବ୍ୟ ଲାଭ ଯୋଗ, ଧନୁ :--ଆର୍ଥିକ କ୍ଷତି ,ପ୍ରତିଘାତ , ମକର :--ଶ୍ରୀଲାଭ, ସାହାଯ୍ୟ ସହଯୋଗ               ପ୍ରାପ୍ତ , ନୂତନ ଚିନ୍ତା , କୁମ୍ଭ :--ଧନ ଓ ଶରୀର କ୍ଷତି, ମୀନ :--ସମସ୍ତ କୁଶଳ, ଶାନ୍ତିପ୍ରଦ ।    ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)                ---------------- ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।       -------:  କୁରାଳ :-----                   ****      💐 ଜୟ ଶ୍ରୀରବିନାରାୟଣ 💐             👌ଜୟ ମା'ନାରାୟଣୀ 👌                       ********
ADVERTISEMENT

💐ଆଜିର ଦିନଟି 💐
              ————-
   ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
           —- — — — —-
  —–; ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:—-
                 ——————
  ମିଥୁନ ଦି୧୩ନ, ଆଷାଢ଼ କୃଷ୍ଣପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୭ରିଖ ,ରବିବାର ।
              ——-  ——–
ସୂର୍ଯ୍ୟୋଦୟ ପ୍ରାଘ୫/୧୧/୨୦,
ସୂର୍ଯ୍ୟାସ୍ତ ସଂଘ୬/୨୭/୪୩ଗ ।
             —— —- ——-
ତୃତୀୟା ଦିଘ୩/୫୭,
ଶ୍ରବଣା ରାଘ୧/୨୪,
ମକରଚନ୍ଦ୍ର ଅହୋରାତ୍ର,
ବୈଧୃତି  ଦିଘ୪/୨୮,
ବିଷ୍ଟି ଦିଘ୩/୫୭ଗ,
ବବ ରାଘ୩/୩ ।
             —– — —–
ଯାତ୍ରା :–ଯୋଗିନୀ ଆଗ୍ନେୟେ , ଦିଘ୩/୫୭ଗ ନୈଋତେ ।ଅତଃ ଆଗ୍ନେୟେ ,ପୂର୍ବେ ଓ ଗତେ ନୈଋତେ, ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :–ମେଷରାଶିର,
ଘାତଚନ୍ଦ୍ର :–ସିଂହ ରାଶିର,
ରଜଶ୍ଚକ୍ରେ :–କନ୍ୟା ସର୍ବସୁଖୀ,
ଶୁଭକର୍ମ :–ଦିଘ୩/୫୭ଗ ଶ୍ରବଣା  ଓ
        ଧନିଷ୍ଠା ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ଶରଣପଞ୍ଚକ :–କ୍ରମଶଃ,
ଭକ୍ଷଣ ନିଷେଧ :–ପୋଟଳ, ଦିଘ୩/୫୭ଗ
                            ମୂଳକ ,
ପୁଷ୍କରଦୋଷ :–ମୃତେ ପା୧ଦ,
ଶ୍ରାଦ୍ଧ :–ତୃତୟାର ଏକୋଦିଷ୍ଟ ପାର୍ବଣ,
              ————-
ଅମୃତବେଳା :–ଦିଘ୭/୫୧ମ,
ବାର ଓ କାଳବେଳା :– ଦିଘ୧୦/୧୧ଗ 
                  ଦିଘ୧/୩୦ମ,
ମାହେନ୍ଦ୍ରବେଳା :–ଦିଘ୩/୪୯ଗ 
                  ଦିଘ୪/୪୨ମ,
କାଳରାତ୍ରି :–ରାଘ୧/୧୧ଗ ଘ୨/୩୧ମ,
                ———–
       

*ଆଜିର ରାଶିଫଳ*

              ********
ମେଷରାଶିର :–କର୍ମେ ଉନ୍ନତି ଓ ଶତ୍ରୁଜୟ,
ବୃଷ :–ବଦନାମ ,ଦଣ୍ଡଭୟ ଓ ବିଚଳିତ,
ମିଥୁନ :–ଦୁର୍ଘଟଣା ,ଆଘାତ ଓ ଧନନାଶ,
କର୍କଟ :–ପ୍ରୀତିବୃଦ୍ଧି ଓ ସହଯୋଗ ଲାଭ,
ସିଂହ :–ଆୟାଧିକ ,ବନ୍ଧୁ ସଂଯୋଗ ,
କନ୍ୟା :–କାର୍ଯ୍ୟେ ବାଧା , ମନାନ୍ତର,
ତୁଳା :–ଶ୍ୱାସ ପୀଡା , ଧନବ୍ୟୟ,
ବିଛା :–ଧନଦ୍ରବ୍ୟ ଲାଭ ଯୋଗ,
ଧନୁ :–ଆର୍ଥିକ କ୍ଷତି ,ପ୍ରତିଘାତ ,
ମକର :–ଶ୍ରୀଲାଭ, ସାହାଯ୍ୟ ସହଯୋଗ
              ପ୍ରାପ୍ତ , ନୂତନ ଚିନ୍ତା ,
କୁମ୍ଭ :–ଧନ ଓ ଶରୀର କ୍ଷତି,
ମୀନ :–ସମସ୍ତ କୁଶଳ, ଶାନ୍ତିପ୍ରଦ ।
   ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
               —————-
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
      ——-:  କୁରାଳ :—–
                  ****
     💐 ଜୟ ଶ୍ରୀରବିନାରାୟଣ 💐
            👌ଜୟ ମା’ନାରାୟଣୀ 👌
                      ********

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: