NK NEWS ODISHA

News agency Odisha

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର

Spread the love


ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର

ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 27/06/2021, ରବିବାର 💐ଆଜିର ଦିନଟି 💐 ------------- ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ ) ---- --- --- --- ---- -----; ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:---- ------------------ ମିଥୁନ ଦି୧୩ନ, ଆଷାଢ଼ କୃଷ୍ଣପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୭ରିଖ ,ରବିବାର । ------- -------- ସୂର୍ଯ୍ୟୋଦୟ ପ୍ରାଘ୫/୧୧/୨୦, ସୂର୍ଯ୍ୟାସ୍ତ ସଂଘ୬/୨୭/୪୩ଗ । ------ ---- ------- ତୃତୀୟା ଦିଘ୩/୫୭, ଶ୍ରବଣା ରାଘ୧/୨୪, ମକରଚନ୍ଦ୍ର ଅହୋରାତ୍ର, ବୈଧୃତି ଦିଘ୪/୨୮, ବିଷ୍ଟି ଦିଘ୩/୫୭ଗ, ବବ ରାଘ୩/୩ । ----- --- ----- ଯାତ୍ରା :--ଯୋଗିନୀ ଆଗ୍ନେୟେ , ଦିଘ୩/୫୭ଗ ନୈଋତେ ।ଅତଃ ଆଗ୍ନେୟେ ,ପୂର୍ବେ ଓ ଗତେ ନୈଋତେ, ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ । ଘାତବାର :--ମେଷରାଶିର, ଘାତଚନ୍ଦ୍ର :--ସିଂହ ରାଶିର, ରଜଶ୍ଚକ୍ରେ :--କନ୍ୟା ସର୍ବସୁଖୀ, ଶୁଭକର୍ମ :--ଦିଘ୩/୫୭ଗ ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ରେ ବିବାହ ପାଣିଗ୍ରହଣ, ଶରଣପଞ୍ଚକ :--କ୍ରମଶଃ, ଭକ୍ଷଣ ନିଷେଧ :--ପୋଟଳ, ଦିଘ୩/୫୭ଗ ମୂଳକ , ପୁଷ୍କରଦୋଷ :--ମୃତେ ପା୧ଦ, ଶ୍ରାଦ୍ଧ :--ତୃତୟାର ଏକୋଦିଷ୍ଟ ପାର୍ବଣ, ------------- ଅମୃତବେଳା :--ଦିଘ୭/୫୧ମ, ବାର ଓ କାଳବେଳା :-- ଦିଘ୧୦/୧୧ଗ ଦିଘ୧/୩୦ମ, ମାହେନ୍ଦ୍ରବେଳା :--ଦିଘ୩/୪୯ଗ ଦିଘ୪/୪୨ମ, କାଳରାତ୍ରି :--ରାଘ୧/୧୧ଗ ଘ୨/୩୧ମ, ----------- *ଆଜିର ରାଶିଫଳ* ******** ମେଷରାଶିର :--କର୍ମେ ଉନ୍ନତି ଓ ଶତ୍ରୁଜୟ, ବୃଷ :--ବଦନାମ ,ଦଣ୍ଡଭୟ ଓ ବିଚଳିତ, ମିଥୁନ :--ଦୁର୍ଘଟଣା ,ଆଘାତ ଓ ଧନନାଶ, କର୍କଟ :--ପ୍ରୀତିବୃଦ୍ଧି ଓ ସହଯୋଗ ଲାଭ, ସିଂହ :--ଆୟାଧିକ ,ବନ୍ଧୁ ସଂଯୋଗ , କନ୍ୟା :--କାର୍ଯ୍ୟେ ବାଧା , ମନାନ୍ତର, ତୁଳା :--ଶ୍ୱାସ ପୀଡା , ଧନବ୍ୟୟ, ବିଛା :--ଧନଦ୍ରବ୍ୟ ଲାଭ ଯୋଗ, ଧନୁ :--ଆର୍ଥିକ କ୍ଷତି ,ପ୍ରତିଘାତ , ମକର :--ଶ୍ରୀଲାଭ, ସାହାଯ୍ୟ ସହଯୋଗ ପ୍ରାପ୍ତ , ନୂତନ ଚିନ୍ତା , କୁମ୍ଭ :--ଧନ ଓ ଶରୀର କ୍ଷତି, ମୀନ :--ସମସ୍ତ କୁଶଳ, ଶାନ୍ତିପ୍ରଦ । ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।) ---------------- ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ । -------: କୁରାଳ :----- **** 💐 ଜୟ ଶ୍ରୀରବିନାରାୟଣ 💐 👌ଜୟ ମା'ନାରାୟଣୀ 👌 ********

💐ଆଜିର ଦିନଟି 💐
————-
 ( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
 —- — — — —-
—–; ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:—-
 ——————
ମିଥୁନ ଦି୧୩ନ, ଆଷାଢ଼ କୃଷ୍ଣପକ୍ଷ ତୃତୀୟା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୭ରିଖ ,ରବିବାର ।
——- ——–
ସୂର୍ଯ୍ୟୋଦୟ ପ୍ରାଘ୫/୧୧/୨୦,
ସୂର୍ଯ୍ୟାସ୍ତ ସଂଘ୬/୨୭/୪୩ଗ ।
 —— —- ——-
ତୃତୀୟା ଦିଘ୩/୫୭,
ଶ୍ରବଣା ରାଘ୧/୨୪,
ମକରଚନ୍ଦ୍ର ଅହୋରାତ୍ର,
ବୈଧୃତି ଦିଘ୪/୨୮,
ବିଷ୍ଟି ଦିଘ୩/୫୭ଗ,
ବବ ରାଘ୩/୩ ।
 —– — —–
ଯାତ୍ରା :–ଯୋଗିନୀ ଆଗ୍ନେୟେ , ଦିଘ୩/୫୭ଗ ନୈଋତେ ।ଅତଃ ଆଗ୍ନେୟେ ,ପୂର୍ବେ ଓ ଗତେ ନୈଋତେ, ଦକ୍ଷିଣେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :–ମେଷରାଶିର,
ଘାତଚନ୍ଦ୍ର :–ସିଂହ ରାଶିର,
ରଜଶ୍ଚକ୍ରେ :–କନ୍ୟା ସର୍ବସୁଖୀ,
ଶୁଭକର୍ମ :–ଦିଘ୩/୫୭ଗ ଶ୍ରବଣା ଓ
ଧନିଷ୍ଠା ନକ୍ଷତ୍ରେ ବିବାହ ପାଣିଗ୍ରହଣ,
ଶରଣପଞ୍ଚକ :–କ୍ରମଶଃ,
ଭକ୍ଷଣ ନିଷେଧ :–ପୋଟଳ, ଦିଘ୩/୫୭ଗ
ମୂଳକ ,
ପୁଷ୍କରଦୋଷ :–ମୃତେ ପା୧ଦ,
ଶ୍ରାଦ୍ଧ :–ତୃତୟାର ଏକୋଦିଷ୍ଟ ପାର୍ବଣ,
————-
ଅମୃତବେଳା :–ଦିଘ୭/୫୧ମ,
ବାର ଓ କାଳବେଳା :– ଦିଘ୧୦/୧୧ଗ
ଦିଘ୧/୩୦ମ,
ମାହେନ୍ଦ୍ରବେଳା :–ଦିଘ୩/୪୯ଗ
ଦିଘ୪/୪୨ମ,
କାଳରାତ୍ରି :–ରାଘ୧/୧୧ଗ ଘ୨/୩୧ମ,
———–

*ଆଜିର ରାଶିଫଳ*

********
ମେଷରାଶିର :–କର୍ମେ ଉନ୍ନତି ଓ ଶତ୍ରୁଜୟ,
ବୃଷ :–ବଦନାମ ,ଦଣ୍ଡଭୟ ଓ ବିଚଳିତ,
ମିଥୁନ :–ଦୁର୍ଘଟଣା ,ଆଘାତ ଓ ଧନନାଶ,
କର୍କଟ :–ପ୍ରୀତିବୃଦ୍ଧି ଓ ସହଯୋଗ ଲାଭ,
ସିଂହ :–ଆୟାଧିକ ,ବନ୍ଧୁ ସଂଯୋଗ ,
କନ୍ୟା :–କାର୍ଯ୍ୟେ ବାଧା , ମନାନ୍ତର,
ତୁଳା :–ଶ୍ୱାସ ପୀଡା , ଧନବ୍ୟୟ,
ବିଛା :–ଧନଦ୍ରବ୍ୟ ଲାଭ ଯୋଗ,
ଧନୁ :–ଆର୍ଥିକ କ୍ଷତି ,ପ୍ରତିଘାତ ,
ମକର :–ଶ୍ରୀଲାଭ, ସାହାଯ୍ୟ ସହଯୋଗ
ପ୍ରାପ୍ତ , ନୂତନ ଚିନ୍ତା ,
କୁମ୍ଭ :–ଧନ ଓ ଶରୀର କ୍ଷତି,
ମୀନ :–ସମସ୍ତ କୁଶଳ, ଶାନ୍ତିପ୍ରଦ ।
 ( ଦଶାଫଳ ଅନୁସାରେ ମଧ୍ୟ ଆଜିର ରାଶିଫଳରେ କିଛି ପରିବର୍ତ୍ତନ ହୋଇପାରେ ।)
 —————-
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
——-: କୁରାଳ :—–
****
 💐 ଜୟ ଶ୍ରୀରବିନାରାୟଣ 💐
👌ଜୟ ମା’ନାରାୟଣୀ 👌
********
%d