ଗୋଗଲ ଗ୍ରାମରେ ନିତ୍ୟ ଭକ୍ତ ମେଳୀ ହେଵେ,ଗୁର୍ଜ୍ଜରୀ ରାହାସ ଦେଖି ମୁକତି ଲଭିବେ ...

ଗୋଗଲ ଗ୍ରାମରେ ନିତ୍ୟ ଭକ୍ତ ମେଳୀ ହେଵେ,ଗୁର୍ଜ୍ଜରୀ ରାହାସ ଦେଖି ମୁକତି ଲଭିବେ ...

ଗୋଗଲ ଗ୍ରାମରେ ନିତ୍ୟ ଭକ୍ତ ମେଳୀ ହେଵେ,ଗୁର୍ଜ୍ଜରୀ ରାହାସ ଦେଖି ମୁକତି ଲଭିବେ ...


ଛଅଶହ ବର୍ଷ ପୂର୍ବରୁ ମହାପୁରୁଷମାନେ ଲେଖି ଯାଇଥିବା ମାଳିକା ଆଜି ଅକ୍ଷରେ ଅକ୍ଷରେ ସତ୍ୟରେ ପରିଣତ ହେବାରେ ଲାଗିଛି
ମାଳିକାରେ ବର୍ଣିତ ଥିବା ଦ୍ୱାଦଶ ବଟ ରୁ ବାଞ୍ଛାବଟ ହେଉଛନ୍ତି  ଏକ ପୀଠ, ଯାହାକି ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଗମ୍ବାରି ଗୋଗଳ  ଗ୍ରାମରେ ଅବସ୍ଥିତ | ଏଠାରେ ସାରଦାବାବା ଚିକିତ୍ସା କରନ୍ତି ବ୍ରହ୍ମ ଦାଣ୍ଡରେ...

ବାବା ଚିକିତ୍ସା କରନ୍ତି  କେବଳ ବ୍ରହ୍ମ ଦାଣ୍ଡରେ ତାଙ୍କର କହିବା ଅନୁସାରେ ଶରୀରରେ ଥିବା ଷଡ଼ଚକ୍ର  ଯେତେବେଳେ ନିଷ୍କ୍ରିୟ ହୋଇଯାଏ ସେତେବେଳେ ଶରୀର ରୋଗ ଗ୍ରସ୍ତ ହୋଇଥାଏ | ବ୍ରାହ୍ମ ଦଣ୍ଡର ସ୍ପର୍ଶ ଯେତେବେଳେ କୌଣସି ଚକ୍ରରେ ସ୍ପର୍ଶ କରାଯାଏ  ଉକ୍ତ ଅଂଶଟି କ୍ରିୟାଶୀଳ ହୋଇଯାଏ,ତାପରେ ଲୋକଟି ସୁସ୍ଥ ହୋଇଯାଏ |

ଆସନ୍ତୁ ତାଙ୍କ ମୁଖରୁ ଶୁଣିବା ପୀଠର ମାହାତ୍ମ୍ୟ ବିଷୟରେ………


Post a Comment

Please Select Embedded Mode To Show The Comment System.*

Previous Post Next Post