'ଆମ ଗାଁ ମହୋତ୍ସବ'ର ପ୍ରସ୍ତୁତି ବୈଠକ , ସ୍ମରଣୀକା ପାଇଁ ଲେଖା ପଠାନ୍ତୁ
ବେଗୁନିଆ: ୦୨ ମାର୍ଚ୍ଚ ୨୦୨୩ ଠାରୁ ୦୬ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୦୫ ଦିନ ବ୍ୟାପି ପାଳନ କରିବାକୁ ଯାଉଛି। ଗ୍ରାମାଞ୍ଚଳ ରେ କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ଏହାର ମୂଳଲକ୍ଷ୍ୟ। ଏହି ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବ ତେଣୁ ଯେଉଁମାନେ ଗିତ, କବିତା, ଗଳ୍ପ ପଠାଇବାକୁ ଚାହାଁନ୍ତି ସମ୍ପାଦକ ନିକଟକୁ ପଠାଇ ପାରିବେ। ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ହେବାପାଇଁ ଆଲୋଚନା କରାଗଲା। ଉକ୍ତ ବୈଠକରେ ସଭାପତି ବିଦ୍ୟାଧର ମହାରଣା, ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପୂର୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ମଣ୍ଡଳୀ ରାଜକିଶୋର ପାଣିଗ୍ରାହୀ, ଉପେନ୍ଦ୍ର କୁମାର ଦାଶ, ମନୋଜ କୁମାର ପଣ୍ଡା ଓ କର୍ମକର୍ତ୍ତା ରବିନ୍ଦ୍ର ବାରିକ, ହରେକୃଷ୍ଣ ଦାସ, ସତ୍ୟ ନାରାୟଣ ତ୍ରିପାଠୀ, ମାଗୁଣି ସାମନ୍ତରାୟ, ବିକ୍ରମାଦିତ୍ୟ ପଣ୍ଡା, ଶଶିକାନ୍ତ ପଣ୍ଡା, ଗଣେଶ ସାହୁ, ସୁଦର୍ଶନ ମହାପାତ୍ର, ସନ୍ତୋଷ ଦାଶ,ଶରତ ମହାପାତ୍ର, ସୁକାନ୍ତ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ସୁବାସ ମହାନ୍ତି, ପୂର୍ବତନ ସରପଂଚ ଭିକାରୀ ସାହୁ ଓ ସମାଜସେବୀ ମାନସ ଦାସ, ରଞ୍ଜନ ବେହେରା, ଶ୍ରୀକାନ୍ତ ବାହିନୀପତି, ଦିଲିପ ପାଣିଗ୍ରାହୀ, ସାଧୁ ଚରଣ ବେହେରା, ପବିତ୍ର ବେହେରା, ମିନକେତନ ପରିଡ଼ା, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।