ସାମ୍ବାଦିକ ମୂରଲୀଧର ପାଣିଂକ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

  • ସାମ୍ବାଦିକ ମୂରଲୀଧର ପାଣିଂକ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସାମ୍ବାଦିକ ମୂରଲୀଧର ପାଣିଂକ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ


ଦଶପଲ୍ଲା : - ସାମ୍ବାଦିକ ମୂରଲୀଧର ପାଣିଂକ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ରାଧାମୋହନ ଜୀଉ ନୋଡାଲ ହାଇସ୍କୁଲ ଠାରେ ପାଳିତ ହୋଇ ଯାଇଛି। ଶ୍ରାଦ୍ଧୋତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶନ୍ନ କୁମାର ପଣ୍ଡା, ଅବସରପ୍ରାପ୍ତ ଡିଆଇଜି ଗୋଲଖବିହାରୀ ମହାନ୍ତି, ଶିକ୍ଷାବିତ୍ ସରୋଜ କୁମାର ନାୟକ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ସମାଜସେବୀ ପ୍ରାଣକୃଷ୍ଣ ବେହେରାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇଥିଲେ। ଇତ୍ୟବସରରେ ଅତିଥି ମାନେ ମୂରଲୀଧରଂକ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଗୁଣାବଳୀର ସୃତିଚାରଣ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post