ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସରୋଜିନୀ

  • ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସରୋଜିନୀ

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସରୋଜିନୀ


ଦଶପଲ୍ଲା : -  ସରୋଜିନୀ ଦଳବେହେରା ନୟାଗଡ଼ ଜିଲ୍ଲାର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ର ଉପ ସଭାନେତ୍ରୀ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟସୁଦ୍ଧା, ଉପ - ସଭାପତି ପଦପାଇଁ ଅନ୍ୟକେହି ନାମାକଂନପତ୍ର ଦାଖଲ ନ କରିବାରୁ ଶେଷରେ ନିର୍ବାଚନ ଅଧିକାରୀ ,ନିରଂଜନ ପ୍ରଧାନ,ସରୋଜିନୀ ଦଳବେହେରା କୁଂ, ଉପ - ସଭାନେତ୍ରୀ ଭାବେ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀମତୀ ଦଳବେହେରା ପୂର୍ବରୁ, ପ୍ରତ୍ୟକ୍ଷ ରାଜନୀତି ରହିଥିବାବେଳେ,ବହୁ ଜନହିତକର କାର୍ଯ୍ୟ କରିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post