ପଚାରିନି ଠିକଣା ତାଆର......

  • ପଚାରିନି ଠିକଣା ତାଆର...... 


                          କବି ସତ୍ୟସଂଧ

ନିରବେ ନିବଭୃତେ ଦିନେ 
ଭେଟିଥିଲି କ୍ରାନ୍ତି କୁ ମୋହର
ବୟସ ର ପାହାଚରେ
ଚାଳିଶା ଚଷମା ପିନ୍ଧି
ସେ ଉପରକୁ ଉଠୁଥିଲା
ଆଖିରେ ତା
ଅବସନ୍ନ ଉଦାସ ଚାହାଣୀ
ବିସ୍ମିତ ମୁଁ ହେଲି ସିନା ,  
ପଚାରିନି ଠିକଣା ତାଆ ର .....


Post a Comment

Please Select Embedded Mode To Show The Comment System.*

Previous Post Next Post