ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ବିଜେଡି ନିଯୁକ୍ତ କଲା ୨୫ ଜଣ ନେତା !
ଭୁବନେଶ୍ୱର:06/10/2022(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ର ମୋଟ 25 ନେତାଙ୍କୁ ଗୁରୁବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି।
ପାଞ୍ଚଜଣ ନେତାଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ ଅବଶିଷ୍ଟ ପ୍ରତ୍ୟେକ ଗୋଟିଏ ଜିଲ୍ଲା ଦାୟିତ୍ ରେ ରହିବେ। ଏହି ନେତାମାନଙ୍କୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଦାୟିତ୍ୱ ଦିଆଯାଇଛି |