ଖୁଦୁରୁକୁଣୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ମେଡିକାଲ ରେ 7 ରୁ 8 ଜଣ ଭର୍ତ୍ତି..!

ଖୁଦୁରୁକୁଣୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ମେଡିକାଲ ରେ 7 ରୁ 8 ଜଣ ଭର୍ତ୍ତି..!



କେନ୍ଦ୍ରାପଡ଼ୀ: 16/08/2022(ରିପୋର୍ଟ: ପ୍ରକାଶ କୁମାର ମଲ୍ଲିକ): ଚାନ୍ଦୋଳ ଅଞ୍ଚଳ ନଛିପୁର ଓ ପାଣିଓଳା ଗ୍ରାମରେ ଖୁଦୁରୁକୁଣୀ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ କୁ ନେଇ ବଢିଛି ବିବାଦ..! ଲୋକ ଙ୍କ ଭିତରେ ଟେକା ପଥର ମାଡ଼ ହୋଇଥିବା ସୂଚନା...! ଘଟଣା ସ୍ଥଳ ରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ...!



ଗତକାଲି ରlତି ରେ ଖୁଦୁରୁକୁଣୀ ଭସାଣି ବେଳେ ପାଣିଓଳା ଓ ନଛିପୁରା ଭିତରେ କୌଣସି କାରଣ ବଶତଃ ଗୋଷ୍ଠୀ ସଂଘର୍ଷ ହୋଇଥିଲା | ଏନେଇ ଆଜି ଦ୍ବିପ୍ରହର ରେ ଏତଲା ଦେବାକୁ ଯାଇଥିଲେ ୨ ପକ୍ଷ ଗ୍ରାମର ବାସିନ୍ଦା ଥାନାରୁ ଫେରିବା ପରେ ପୁଣି ଦ୍ୱିତୀୟ ପକ୍ଷଙ୍କ ଭିତରେ ହାତାହାତି ହୋଇ ହଣାକଟା ହୋଇଥିଲେ | ଦୁଇ ଗ୍ରାମର ପାଖାପାଖି 8 ରୁ ଦଶ ଜଣ  ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ନିଶ୍ଚିନ୍ତ କୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି |



 ତେବେ ଚାନ୍ଦୋଳ ଫାଣ୍ଡି ପୋଲିସ ସମେତ ସଦର ଥାନା ପୋଲିସ ଘଟଣା ସ୍ଥଳକୁ ଅlସି ତଦନ୍ତ ଜାରି ଚଳାଇଥିବା ଦେଖିବାକୁ ମିଳିଛି |

Post a Comment

Please Select Embedded Mode To Show The Comment System.*

Previous Post Next Post