ନିଶ୍ଚିନ୍ତ କୋଇଲି ବ୍ଲକ ନେମାଳ ଡେମlଣ୍ଡ ବାଲି ଘାଟ ରେ ବାଲି ମାଫିଆ ଙ୍କ ଦ୍ୱାରା ସାମ୍ବାଦିଜ ଙ୍କୁ ଆକ୍ରମଣ....
କେନ୍ଦ୍ରାପଡ଼ା : 04/06/2021(ରିପୋର୍ଟ : ପ୍ରତୀକ ମିଶ୍ର): ଆଜି ସଧ୍ୟl ସାଢେ ସlତ ଟା ସମୟ ରେ ନେମାଳ ଦେମlଣ୍ଡ ବାଲି ଘାଟ ରେ ବାଲି ମାଫିଆ ଙ୍କ ଅରାଜକତା କୁ ସ୍ଥାନୀୟ ସମାଜ ର ସାମ୍ବାଦିକ ବିନୟ କୁମାର ଦାସ ଓ ପ୍ରମେୟ ର ସାମ୍ବାଦିକ ଗୋବିନ୍ଦ ଦାସ ପ୍ରତିବାଦ କରି ଗ୍ରାଉଣ୍ଡ ଜିରୋ କୁ ନିୟୁଜ କଭର କରିବାକୁ ଯାଇଥିବା ବେଳେ ବାଲି ମାଫିଆ ମlନେ ମlରଣା ଅସ୍ତ୍ର ଦେଖାଇ ସେମାନଙ୍କୁ ଧମକ ଚମକ ଦେଇ ଆତଙ୍କିତ କରାଇବାକୁ ଚେଷ୍ଟା କରିଥିଲେ |
Ads
କିନ୍ତୁ ସାମ୍ବାଦିକ ଦ୍ବୟ ସେଠାରୁ ଖସି ଆସି ନେମାଳ ଥାନା ରେ ବାଲି ମlଫିଆ ଙ୍କ ନାମ ରେ ଲିଖିତ ଅଭିଯୋଗ କରିଥିଲେ | ଥାନା ଅଧିକାରୀ ତୁରନ୍ତ କିଛି ବି କାର୍ଯ୍ୟାନୁଷ୍ଠାନ ନ ନେଇ 24 ଘଣ୍ଟା ସମୟ ମାଗିଛନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ |
ହେଲେ ସାଧାରଣରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ପ୍ରଶାସନର ଏତେ ଅବହେଳା କଣ ପାଇଁ ?
ପୁରୀ ଠୁ ଆରମ୍ଭ କରି ନେମାଳ ପର୍ଯ୍ୟନ୍ତ ଯେତେବେଳେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ଜୋର ଧରୁଛି ବର୍ତମାନ ପରିସ୍ଥିତି ରେ ସେ ସମୟ ରେ ପୋଲିସ ପ୍ରଶାସନ ର ଏଭଳି ଅବହେଳା ଯୁକ୍ତ ବେପରୁଆ ପଦକ୍ଷେପ କେତେ ଦୂର ଠିକ?
ଏ ପ୍ରଶ୍ନ ସୃଷ୍ଟି ହୁଏ ସାଧାରଣ ଲୋକ ଙ୍କ ମନରେ..........!