ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !

ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !

ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ ! ଅଜଣା ଗାଡ଼ି ଧକ୍କାରେ କାଲରାପତ୍ରିଆ ବାଘର ମୃତ୍ୟୁ !   ଦଶପଲ୍ଲା : 30/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ 57 ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ବାଘର ବୟସ 5ବର୍ଷ ବୟସ ଅନୁମାନ କରାଯାଉଛି |    ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥି ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି |


ଦଶପଲ୍ଲା : 30/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ 57 ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ବାଘର ବୟସ 5ବର୍ଷ ବୟସ ଅନୁମାନ କରାଯାଉଛି | 
  ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥି ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି | 

Post a Comment

Please Select Embedded Mode To Show The Comment System.*

Previous Post Next Post