ନନ୍ଦିଘୋର ଠାରେ ନୟାଗଡ -ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ !

ନନ୍ଦିଘୋର ଠାରେ ନୟାଗଡ -ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ !

ନନ୍ଦିଘୋର ଠାରେ ନୟାଗଡ -ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ ! ନନ୍ଦିଘୋର ଠାରେ ନୟାଗଡ -ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ !   ଓଡଗାଁ : 28/06/2021(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ ): ଗତ 24 ତାରିଖରେ ରାତି 8.30ସମୟରେ ନନ୍ଦିଘୋର ଗ୍ରାମର ମନୋଜ କୁମାର ପାତ୍ର ନିଜ ବୁଲେଟ OD. 02AB 1473ଯୋଗେ ନୟାଗଡ ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ  ନନ୍ଦିଘୋର ଗ୍ରାମର ଗଦାଧର ପରିଡାଙ୍କ ସାନପୁଅ ବୁଲୁ ପରିଡା ରାସ୍ତାରେ ଯାଉଥିବା ସମୟରେ ମନୋଜ କୁମାର ପାତ୍ର ଉକ୍ତ ଯୁବକଙ୍କୁ  ଶକ୍ତ ଧକ୍କା ଦେଇଥିଲି ତେବେ ଗ୍ରାମବାସୀଙ୍କ ସହାୟତା ରେ ଗୁରୁତର ଯୁବକଙ୍କୁ ଉଦ୍ଧାର କାରି ନୟାଗଡ ମୂଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା | ସେଠାରେ ସ୍ୱାସ୍ଥ୍ୟ ବସ୍ତା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ପରେ ସଂମ କୁ ପଠାଯାଇଥିଲା ତେବେ ଆଜି ସକାଳ 7.30ରେ ସେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତୁ ହୋଇଥିବା ଜଣା ପଡିଥିଲା | ତେବେ ଆଜି 3ଘଂଟିକା ସମୟରେ ଭୁବନେଶ୍ୱରରୁ ମୃତ ଶରୀରକୁ ଆଣି ଅଭିଯୁକ୍ତ ମନୋଜ ପାତ୍ର ଙ୍କ ଘର ଆଗରେ ଶବ ରଖି କ୍ଷତି ପୁରାଣ ଦାବି କାରି ନୟାଗଡ ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ | ତେବେ ଘଟଣାସ୍ଥଳରେ ଓଡଗାଁ ଆଦର୍ଶ ଥାନା ପୋଲିସ ପହଁଚି ଆପୋଷ ସମାଧାନ ପାଇଁ ଚେଷ୍ଟ କରୁଥିବା ଜଣା ପଡିଛି


ଓଡଗାଁ : 28/06/2021(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ ): ଗତ 24 ତାରିଖରେ ରାତି 8.30ସମୟରେ ନନ୍ଦିଘୋର ଗ୍ରାମର ମନୋଜ କୁମାର ପାତ୍ର ନିଜ ବୁଲେଟ OD. 02AB 1473ଯୋଗେ ନୟାଗଡ ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ  ନନ୍ଦିଘୋର ଗ୍ରାମର ଗଦାଧର ପରିଡାଙ୍କ ସାନପୁଅ ବୁଲୁ ପରିଡା ରାସ୍ତାରେ ଯାଉଥିବା ସମୟରେ ମନୋଜ କୁମାର ପାତ୍ର ଉକ୍ତ ଯୁବକଙ୍କୁ  ଶକ୍ତ ଧକ୍କା ଦେଇଥିଲି ତେବେ ଗ୍ରାମବାସୀଙ୍କ ସହାୟତା ରେ ଗୁରୁତର ଯୁବକଙ୍କୁ ଉଦ୍ଧାର କାରି ନୟାଗଡ ମୂଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା | ସେଠାରେ ସ୍ୱାସ୍ଥ୍ୟ ବସ୍ତା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ପରେ ସଂମ କୁ ପଠାଯାଇଥିଲା ତେବେ ଆଜି ସକାଳ 7.30ରେ ସେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତୁ ହୋଇଥିବା ଜଣା ପଡିଥିଲା | ତେବେ ଆଜି 3ଘଂଟିକା ସମୟରେ ଭୁବନେଶ୍ୱରରୁ ମୃତ ଶରୀରକୁ ଆଣି ଅଭିଯୁକ୍ତ ମନୋଜ ପାତ୍ର ଙ୍କ ଘର ଆଗରେ ଶବ ରଖି କ୍ଷତି ପୁରାଣ ଦାବି କାରି ନୟାଗଡ ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ | ତେବେ ଘଟଣାସ୍ଥଳରେ ଓଡଗାଁ ଆଦର୍ଶ ଥାନା ପୋଲିସ ପହଁଚି ଆପୋଷ ସମାଧାନ ପାଇଁ ଚେଷ୍ଟ କରୁଥିବା ଜଣା ପଡିଛି

Post a Comment

Please Select Embedded Mode To Show The Comment System.*

Previous Post Next Post