ନା-ବାଳିକା ' ବେବି ' ନିଖୋଜ ଘଟଣା, ଦୁସ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଗିରଫ : ମୋବାଇଲ ଦେଖିବା ହେଲା କାଳ !

ନାବାଳିକା ' ବେବି ' ନିଖୋଜ ଘଟଣା,  ଦୁସ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଗିରଫ : ମୋବାଇଲ ଦେଖିବା ହେଲା କାଳ !

ନାବାଳିକା ' ବେବି ' ନିଖୋଜ ଘଟଣା,  ଦୁସ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଗିରଫ : ମୋବାଇଲ ଦେଖିବା ହେଲା କାଳ ! ନା-ବାଳିକା ' ବେବି ' ନିଖୋଜ ଘଟଣା,  ଦୁସ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଗିରଫ : ମୋବାଇଲ ଦେଖିବା ହେଲା କାଳ !   ଦଶପଲ୍ଲା : 16/06/2021(ରିପୋର୍ଟ :ରତ୍ନାକର ହୋତା): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ' ବେବି ' ନିଖୋଜ ଘଟଣା ର୍ ପରଦା ଫାସ୍ କରିଛି ପୋଲିସ । ଘଟଣାର ୫ମ ଦିନରେ ପୋଲିସ କୂ ମିଳିଛି ସଫଳତା । ପୋଲିସ ' ବେବି ' ର୍ ମୃତ ଗଳିତ ଶବ କୁ ଉଧାର କରିଥିବା ବେଳେ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ସେହି ଗ୍ରାମର ସାଗର ଦଳେଇ ବୋଲି ପୋଲିସ ଠାରୁ ସୁଚନା ମିଳିଛି । ' ବେବି ' କୂ ଦୁସ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ।   ପ୍ରକାଶ ଯୋଗ୍ୟ ଯେ , ଚଳିତ ମାସ ୧୨ ତାରିଖ ଦିନ ମଧ୍ୟାହ୍ନ ସମୟ ରେ  ଧୁନ୍ଦୁଗାଡିଆ ଗ୍ରାମର କୁନା ନାୟକ ଙ୍କ ୬ ବର୍ଷ ର ଶିଶୁ କନ୍ୟା ' ବେବି ' ଗାଁ ଦାଣ୍ଡରେ ଖେଳୁ ଥିବା ବେଳେ ନିଖୋଜ ହୋଇ ଯାଇଥିଲା । ଘରକୁ ନ ଫେରିବା ରୁ ' ବେବି ' ର୍ ପିତା ମାତା ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ବେବି କୂ ପାଇ ନଥିଲେ ।  ପରେ 'ବେବି' ର୍ ପିତା କୁନା ନାୟକ ବଣିଗୋଛା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁର ର୍ ସହାୟତା  ରେ ପୋଲିସ ପକ୍ଷ ରୁ ଅନୁସନ୍ଧାନ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା ।  ଏପରିକି ନିକଟସ୍ଥ ପୋଖରୀ, ନାଳ, କୂଅ ଆଦି ପୋଲିସ ଖୋଜାଖୋଜି କରି ଥିଲେ ମଧ୍ୟ ବେବି ର୍ କୌଣସି ସନ୍ଧାନ ମିଳିନଥିଲା । ମାତ୍ର ପ୍ରଥମ ରୁ ପୋଲିସ ର୍  ସନ୍ଦେହ ଘେର କୂ ଆସିଥିବା ସେହି ଗ୍ରାମର ସାଗର ଦଳେଇ ଏବଂ ତାର ଭାଇକୁ ପୋଲିସ ମଙ୍ଗଳ ବାର ଦିନ ଉଠାଇ ଆଣି ଦଶପଲ୍ଲା ଥାନା ରେ ପଚରା ଉଚରା କରିବା ପରେ  ବେବି ନିଖୋଜ ଘଟଣା ର୍ ପରଦା ଫାସ୍ ହୋଇଥିଲା । ପୁର୍ବରୁ ସାଗର ବେବି କୂ ବହୁବାର ଡାକି ମୋବାଇଲି ଦେଖାଇ ଥାଏ ।ସେହିଦିନ ମୋବାଇଲ ଦେଖିବା ପାଈଁ ସାଗର ବେବି କୁ ଗାଁ ପଛ ପାର୍ଶ୍ୱ ନିକଟରେ ଥିବା ଏକ କଦଳୀ ବାରି କୁ  ବେବି କୂ ଡାକି ନେଇଥିଲା ।  ପରେ କାମାନ୍ଧ ହୋଇ  ଦୁସ୍କର୍ମ କରିବା ପରେ ଏକ ପ୍ଲାଷ୍ଟିକ ଦଉଡି ରେ ବେବି ର ବେକ କୂ ବାନ୍ଧି ହତ୍ୟା କରି ଥିଲା ବୋଲି ପୋଲିସ ନିକଟ ରେ ପ୍ରକାଶ କରିବା ପରେ ବୁଧବାର ଦିନ ନୟାଗଡ ଏସ ପି ସିଧାର୍ଥ କଟାରିୟା ,ନୟାଗଡ ଏସ ଡ଼ି ପି ଓ ଶୁଭେନ୍ଦୁ ସିନ୍ହା,ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁର ,ଓ ଏକ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ପହଂଚି  କଦଳୀ ବାରୀ ନିକଟ ଏକ ନାଳ ଠାରେ ବେବି ର୍  ଗଳିତ ଶବ ପଡିଥିବା  ଦେଖିବାକୁ ପାଇଥିଲେ । ବେବି ର୍ ମୁଣ୍ଡ ଗଣ୍ଡି ଅଲଗା ହୋଇ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ଜଙ୍ଗଲ ଜନ୍ତୁ ଓ କୁକୁର  ମୃତ ଶରୀର କୂ ଖାଇଥିବା ଜଣାପଡ଼ିଥିଲା । ପରେ ସାଇଣ୍ଟିଫିକ୍ ଟିମ ସେଠାରେ ପହଂଚି ତଦନ୍ତ କରିଥିବା ବେଳେ ପୋଲିସ ବେବି ର୍ ଗଳିତ ଶବ କୂ ଜବତ କରିଛି । ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ହତ୍ୟା ମୋକଦମା କରାଯାଇ ଶବ ବ୍ୟବଛେଦ କରାଯାଇଛି ।



ଦଶପଲ୍ଲା : 16/06/2021(ରିପୋର୍ଟ :ରତ୍ନାକର ହୋତା): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ' ବେବି ' ନିଖୋଜ ଘଟଣା ର୍ ପରଦା ଫାସ୍ କରିଛି ପୋଲିସ । ଘଟଣାର ୫ମ ଦିନରେ ପୋଲିସ କୂ ମିଳିଛି ସଫଳତା । ପୋଲିସ ' ବେବି ' ର୍ ମୃତ ଗଳିତ ଶବ କୁ ଉଧାର କରିଥିବା ବେଳେ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ସେହି ଗ୍ରାମର ସାଗର ଦଳେଇ ବୋଲି ପୋଲିସ ଠାରୁ ସୁଚନା ମିଳିଛି । ' ବେବି ' କୂ ଦୁସ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ।   ପ୍ରକାଶ ଯୋଗ୍ୟ ଯେ , ଚଳିତ ମାସ ୧୨ ତାରିଖ ଦିନ ମଧ୍ୟାହ୍ନ ସମୟ ରେ  ଧୁନ୍ଦୁଗାଡିଆ ଗ୍ରାମର କୁନା ନାୟକ ଙ୍କ ୬ ବର୍ଷ ର ଶିଶୁ କନ୍ୟା ' ବେବି ' ଗାଁ ଦାଣ୍ଡରେ ଖେଳୁ ଥିବା ବେଳେ ନିଖୋଜ ହୋଇ ଯାଇଥିଲା । ଘରକୁ ନ ଫେରିବା ରୁ ' ବେବି ' ର୍ ପିତା ମାତା ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ବେବି କୂ ପାଇ ନଥିଲେ ।  ପରେ 'ବେବି' ର୍ ପିତା କୁନା ନାୟକ ବଣିଗୋଛା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁର ର୍ ସହାୟତା  ରେ ପୋଲିସ ପକ୍ଷ ରୁ ଅନୁସନ୍ଧାନ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା ।  ଏପରିକି ନିକଟସ୍ଥ ପୋଖରୀ, ନାଳ, କୂଅ ଆଦି ପୋଲିସ ଖୋଜାଖୋଜି କରି ଥିଲେ ମଧ୍ୟ ବେବି ର୍ କୌଣସି ସନ୍ଧାନ ମିଳିନଥିଲା । ମାତ୍ର ପ୍ରଥମ ରୁ ପୋଲିସ ର୍  ସନ୍ଦେହ ଘେର କୂ ଆସିଥିବା ସେହି ଗ୍ରାମର ସାଗର ଦଳେଇ ଏବଂ ତାର ଭାଇକୁ ପୋଲିସ ମଙ୍ଗଳ ବାର ଦିନ ଉଠାଇ ଆଣି ଦଶପଲ୍ଲା ଥାନା ରେ ପଚରା ଉଚରା କରିବା ପରେ  ବେବି ନିଖୋଜ ଘଟଣା ର୍ ପରଦା ଫାସ୍ ହୋଇଥିଲା । ପୁର୍ବରୁ ସାଗର ବେବି କୂ ବହୁବାର ଡାକି ମୋବାଇଲି ଦେଖାଇ ଥାଏ ।ସେହିଦିନ ମୋବାଇଲ ଦେଖିବା ପାଈଁ ସାଗର ବେବି କୁ ଗାଁ ପଛ ପାର୍ଶ୍ୱ ନିକଟରେ ଥିବା ଏକ କଦଳୀ ବାରି କୁ  ବେବି କୂ ଡାକି ନେଇଥିଲା ।  ପରେ କାମାନ୍ଧ ହୋଇ  ଦୁସ୍କର୍ମ କରିବା ପରେ ଏକ ପ୍ଲାଷ୍ଟିକ ଦଉଡି ରେ ବେବି ର ବେକ କୂ ବାନ୍ଧି ହତ୍ୟା କରି ଥିଲା ବୋଲି ପୋଲିସ ନିକଟ ରେ ପ୍ରକାଶ କରିବା ପରେ ବୁଧବାର ଦିନ ନୟାଗଡ ଏସ ପି ସିଧାର୍ଥ କଟାରିୟା ,ନୟାଗଡ ଏସ ଡ଼ି ପି ଓ ଶୁଭେନ୍ଦୁ ସିନ୍ହା,ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁର ,ଓ ଏକ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ପହଂଚି  କଦଳୀ ବାରୀ ନିକଟ ଏକ ନାଳ ଠାରେ ବେବି ର୍  ଗଳିତ ଶବ ପଡିଥିବା  ଦେଖିବାକୁ ପାଇଥିଲେ । ବେବି ର୍ ମୁଣ୍ଡ ଗଣ୍ଡି ଅଲଗା ହୋଇ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ଜଙ୍ଗଲ ଜନ୍ତୁ ଓ କୁକୁର  ମୃତ ଶରୀର କୂ ଖାଇଥିବା ଜଣାପଡ଼ିଥିଲା । ପରେ ସାଇଣ୍ଟିଫିକ୍ ଟିମ ସେଠାରେ ପହଂଚି ତଦନ୍ତ କରିଥିବା ବେଳେ ପୋଲିସ ବେବି ର୍ ଗଳିତ ଶବ କୂ ଜବତ କରିଛି । ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ହତ୍ୟା ମୋକଦମା କରାଯାଇ ଶବ ବ୍ୟବଛେଦ କରାଯାଇଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post