ମହିପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ !

ମହିପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଦଶପଲ୍ଲା  ବିଧାୟକ !

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବ ବିଭିନ୍ନ ବିଦ୍ୟାଳୟରେ ତାଲା ଝୁଲୁଛି  ତଥାପି ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ  ବିଧାୟକ ଙ୍କ ଆଗ୍ରହ ଦେଖିବାକୁ ମିଳିଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମହିପୁରୁ ପଂଚାୟତରେ |ଆଜି ସ୍ଥାନୀୟ ହାଇସ୍କୁଲରେ ପହଂଚି ଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ସାଥୀରେ ଥିଲେ ମହିପୁର ସରପଂଚ ବରିଷ୍ଠ ସମାଜସେବୀ କରୁଣ କୁମାର ସାହୁ | ଏଥିସହ  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ  , ରିତା ପଟନାୟକ ଭାରପାପ୍ତ ପ୍ରଧାନ ଶିକ୍ଷକ ଏବଂ ଅଂଚଳର ବୁଦ୍ଧିଜୀବୀ | ବିଦ୍ୟାଳୟର ବିଭିନ୍ନ ସମସ୍ୟା ସହ ଆବଶ୍ୟକ ଶିକ୍ଷକ  ଉପରେ ଆଲୋଚନା କରିଥିଲେ  ।  ଏଥିସହ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା ଯୋଗ ଦେଇଥିଲେ । କୋରାନା ମହାମାରୀ ସମୟରେ ବିଧାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଉପରେ ଆଲୋଚନା କରୁଥୀବାରୁ ଅଂଚଳ ବାସିନ୍ଦାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।


ନୂଆଗାଁ : 09/06/2021(ରିପୋର୍ଟ : ନିରଞ୍ଜନ ସାହୁ ): କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବ ବିଭିନ୍ନ ବିଦ୍ୟାଳୟରେ ତାଲା ଝୁଲୁଛି  ତଥାପି ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ  ବିଧାୟକ ଙ୍କ ଆଗ୍ରହ ଦେଖିବାକୁ ମିଳିଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମହିପୁରୁ ପଂଚାୟତରେ |ଆଜି ସ୍ଥାନୀୟ ହାଇସ୍କୁଲରେ ପହଂଚି ଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ସାଥୀରେ ଥିଲେ ମହିପୁର ସରପଂଚ ବରିଷ୍ଠ ସମାଜସେବୀ କରୁଣ କୁମାର ସାହୁ | ଏଥିସହ  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ  , ରିତା ପଟନାୟକ ଭାରପାପ୍ତ ପ୍ରଧାନ ଶିକ୍ଷକ ଏବଂ ଅଂଚଳର ବୁଦ୍ଧିଜୀବୀ | ବିଦ୍ୟାଳୟର ବିଭିନ୍ନ ସମସ୍ୟା ସହ ଆବଶ୍ୟକ ଶିକ୍ଷକ  ଉପରେ ଆଲୋଚନା କରିଥିଲେ  ।  ଏଥିସହ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା ଯୋଗ ଦେଇଥିଲେ । କୋରାନା ମହାମାରୀ ସମୟରେ ବିଧାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଉପରେ ଆଲୋଚନା କରୁଥୀବାରୁ ଅଂଚଳ ବାସିନ୍ଦାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । 

Post a Comment

Please Select Embedded Mode To Show The Comment System.*

Previous Post Next Post