କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ

କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ

କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ଥାନାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ   ଟିକାବାଲି :ତା 23/06; (ରିପୋର୍ଟ :ସଂଜୀବ ଦିଗାଲ): ଆଜି ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ପୋଲିସ ଦ୍ଵାରା  ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହାକୁ ଟିକାବାଲି ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ଏବଂ ସେକେଣ୍ଡ ଅଫିସର ଶ୍ରୀ ଦେବତା ଓ ଥାନାର ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା  |ଏଠାରେ ଜିଲ୍ଲା ରୁ ଡି.ଏସ.ପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଡାକ୍ତର ଜୟଦୀପ ଘୋଷ (ବ୍ଲଡ଼ ବ୍ୟାଙ୍କ ଅଫିସର ), ପ୍ରଶାନ୍ତ କୁମାର ବେହେରା (ବ୍ଲଡ଼ ବ୍ୟାଙ୍କ ସେକ୍ରେଟାରୀ ), ଏଲ. ଟି. ଆଇ  ତୁଷାର କାନ୍ତ ପ୍ରଧାନ, ଦୀନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର, ବରୁଣ ବେହେରା ଆସିଥିଲେ |ପ୍ରଥମେ ରକ୍ତ ଦାତା ମାନଙ୍କୁ ହାଲୁକା ଖାଦ୍ୟ( ଜଳଖିଆ )ଦିଆ ଯାଇ ରକ୍ତ ଦେବାପାଇଁ ଫୋର୍ମ ପୁରଣ କରାଯାଇ ରକ୍ତ ସଂଗ୍ରହ ଆରମ୍ଭ କରାଯାଇ ଥିଲା | ଏଠାରେ ସ୍ଥାନୀୟ ଟିକାବାଲି ପ୍ରେସ ଆଶ୍ସୋସିଏସନ ର ସମସ୍ତ ସଦସ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଫକୀର ଚରଣ ପରିଡା ଟିକାବାଲି ମେଡିକାଲ ଅଫିସର ଡ଼ଃ. ଜ୍ୟୋତି ରଞ୍ଜନ ଜେନା, ଟିକାବାଲି ବି.ଜେ.ଡି ବ୍ଲକ ସଭାପତି ଶ୍ରୀ ରଦନ ମାଲିକଉପସ୍ଥିତ ଥିଲେ ସର୍ବପ୍ରଥମେ ଟିକାବାଲି 8 ନଂ ଜୋନ ର ଜିଲ୍ଲା ପରିଷଦ ଶ୍ରୀ ପ୍ରଦୀପ ଦିଗାଳ,ଟିକାବାଲି ସରପଞ୍ଚ ଶ୍ରୀମତୀ ରଶ୍ମିତା କହଁର , କଇଁଝର ସରପଞ୍ଚ ଶ୍ରୀମତୀ ରୁନୁମା କହଁର  , ପିକରଡ଼ି ସରପଞ୍ଚ ଶ୍ରୀ ଗକୁଳ ଚନ୍ଦ୍ର ପ୍ରଧାନ,ହୋମ ଗାର୍ଡ ଶ୍ରୀ ପ୍ରଶ୍ନ ଦିଗାଳ , ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ କନ୍ଧମାଳ ୟୁଥ ବାରୀୟର ର ଅରବିନ୍ଦ ଭାଇ ସମେତ ଅନ୍ୟାନ୍ୟ ଟିକାବାଲି ଅଞ୍ଚଳ ର  ଯୁବ ବର୍ଗ  ପ୍ରମୁଖ ରକ୍ତ ଦାନ କରିରକ୍ତ ଦାନ କରିଥିଲେ |ପରେ  ସିଝା ଅଣ୍ଡା, ଅମୁଲ କୁଲ, ରସଗୁଲା ଭଳି ପୁଷ୍ଟି କର ଖାଦ୍ୟ ଦିଆଯାଇ ଥିଲା | ଶେଷ ବେଳକୁ 38 ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ଦାତାଙ୍କୁ ଡି.ଏସ.ପି ଙ୍କ ଦ୍ଵାରା କନ୍ଧମାଳ ପୋଲିସ ପକ୍ଷରୁ  ପ୍ରସ୍ତୁତି ପ୍ରମାଣପତ୍ର  ଦିଆଯାଇ ଥିଲା ଏବଂ ସଂଗ୍ରହ କରାଯାଇ ଥିବା ସମସ୍ତ 38 ୟୁନିଟ ରକ୍ତ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ରେ ଜମା କରାଯାଇଛି |


ଟିକାବାଲି :ତା 23/06; (ରିପୋର୍ଟ :ସଂଜୀବ ଦିଗାଲ): ଆଜି ଜିଲ୍ଲା ପୋଲିସ ପକ୍ଷରୁ ଟିକାବାଲି ପୋଲିସ ଦ୍ଵାରା  ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହାକୁ ଟିକାବାଲି ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ଏବଂ ସେକେଣ୍ଡ ଅଫିସର ଶ୍ରୀ ଦେବତା ଓ ଥାନାର ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା  |ଏଠାରେ ଜିଲ୍ଲା ରୁ ଡି.ଏସ.ପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଡାକ୍ତର ଜୟଦୀପ ଘୋଷ (ବ୍ଲଡ଼ ବ୍ୟାଙ୍କ ଅଫିସର ), ପ୍ରଶାନ୍ତ କୁମାର ବେହେରା (ବ୍ଲଡ଼ ବ୍ୟାଙ୍କ ସେକ୍ରେଟାରୀ ), ଏଲ. ଟି. ଆଇ  ତୁଷାର କାନ୍ତ ପ୍ରଧାନ, ଦୀନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର, ବରୁଣ ବେହେରା ଆସିଥିଲେ |ପ୍ରଥମେ ରକ୍ତ ଦାତା ମାନଙ୍କୁ ହାଲୁକା ଖାଦ୍ୟ( ଜଳଖିଆ )ଦିଆ ଯାଇ ରକ୍ତ ଦେବାପାଇଁ ଫୋର୍ମ ପୁରଣ କରାଯାଇ ରକ୍ତ ସଂଗ୍ରହ ଆରମ୍ଭ କରାଯାଇ ଥିଲା | ଏଠାରେ ସ୍ଥାନୀୟ ଟିକାବାଲି ପ୍ରେସ ଆଶ୍ସୋସିଏସନ ର ସମସ୍ତ ସଦସ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଫକୀର ଚରଣ ପରିଡା ଟିକାବାଲି ମେଡିକାଲ ଅଫିସର ଡ଼ଃ. ଜ୍ୟୋତି ରଞ୍ଜନ ଜେନା, ଟିକାବାଲି ବି.ଜେ.ଡି ବ୍ଲକ ସଭାପତି ଶ୍ରୀ ରଦନ ମାଲିକଉପସ୍ଥିତ ଥିଲେ ସର୍ବପ୍ରଥମେ ଟିକାବାଲି 8 ନଂ ଜୋନ ର ଜିଲ୍ଲା ପରିଷଦ ଶ୍ରୀ ପ୍ରଦୀପ ଦିଗାଳ,ଟିକାବାଲି ସରପଞ୍ଚ ଶ୍ରୀମତୀ ରଶ୍ମିତା କହଁର , କଇଁଝର ସରପଞ୍ଚ ଶ୍ରୀମତୀ ରୁନୁମା କହଁର  , ପିକରଡ଼ି ସରପଞ୍ଚ ଶ୍ରୀ ଗକୁଳ ଚନ୍ଦ୍ର ପ୍ରଧାନ,ହୋମ ଗାର୍ଡ ଶ୍ରୀ ପ୍ରଶ୍ନ ଦିଗାଳ , ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ କନ୍ଧମାଳ ୟୁଥ ବାରୀୟର ର ଅରବିନ୍ଦ ଭାଇ ସମେତ ଅନ୍ୟାନ୍ୟ ଟିକାବାଲି ଅଞ୍ଚଳ ର  ଯୁବ ବର୍ଗ  ପ୍ରମୁଖ ରକ୍ତ ଦାନ କରିରକ୍ତ ଦାନ କରିଥିଲେ |ପରେ  ସିଝା ଅଣ୍ଡା, ଅମୁଲ କୁଲ, ରସଗୁଲା ଭଳି ପୁଷ୍ଟି କର ଖାଦ୍ୟ ଦିଆଯାଇ ଥିଲା | ଶେଷ ବେଳକୁ 38 ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ଦାତାଙ୍କୁ ଡି.ଏସ.ପି ଙ୍କ ଦ୍ଵାରା କନ୍ଧମାଳ ପୋଲିସ ପକ୍ଷରୁ  ପ୍ରସ୍ତୁତି ପ୍ରମାଣପତ୍ର  ଦିଆଯାଇ ଥିଲା ଏବଂ ସଂଗ୍ରହ କରାଯାଇ ଥିବା ସମସ୍ତ 38 ୟୁନିଟ ରକ୍ତ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ରେ ଜମା କରାଯାଇଛି |

Post a Comment

Please Select Embedded Mode To Show The Comment System.*

Previous Post Next Post