ରାଜ୍ୟ ସ୍ତରୀୟ ତ୍ରିଦିବସୀୟ ଅନଲାଇନ କବିତା ଆସର ଅନୁଷ୍ଠିତ !

ଭୁବନେଶ୍ୱର : 13/06/2021(ରିପୋର୍ଟ : ସନାତନ ମହାକୁଡ଼): ଅନଲାଇନ୍‌ କବିତା ଆସର ପରିବାର, ସବିତାଦୁର୍ଗ,ବୌଦ୍ଧର  ରାଜ୍ୟସ୍ତରୀୟ ତ୍ରିଦିବସୀୟ ମୌସୁମୀ ଆସରର ପ୍ରଥମ ଉଦ୍ଘାଟନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଓ ସଞ୍ଚାଳକ ସୁଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଆବାହକ ଅଭିନବ ପଟ୍ଟନାୟକଙ୍କ ସହଯୋଗରେ ଏହି ଆସର ଅନୁଷ୍ଠିତ ହୋଇଥିଲା । କବି ସୌରଭ କୈଳାଶ ଚନ୍ଦ୍ର ବେହେରା ଆସରର ସଭାପତି ଦାୟୀତ୍ଵ ତୁଲାଇଥିଲେ । ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ପୁଷ୍ପଲତା ମିଶ୍ର ଏବଂ  ଆକାଶବାଣୀ ତଥା ଦୂରଦର୍ଶନ ଉପସ୍ଥାପିକା ସଂଯୁକ୍ତା ପରିଡାଙ୍କ ସଂଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ କବି କବୟିତ୍ରୀ ଓ ସାହିତ୍ୟପ୍ରେମୀ ଯୋଗଦେଇ ଆସରକୁ ସଫଳ କରିଥିଲେ । କଣ୍ଠଶିଳ୍ପୀ ସୁଜ୍ଞାନ ବାଘ ସ୍ଵାଗତ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ ଆସରରେ ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ନଳିନୀ ପ୍ରଭା ଦାସ (ଭଞ୍ଜନଗର ), ରମେଶ ଚନ୍ଦ୍ର ପଶାୟତ୍ତ (ଝାରସୁଗୁଡ଼ା), ଚୂଡ଼ାମଣି ମାଝି (କଳାହାଣ୍ଡି), ସନାତନ  ମହାକୁଡ଼ (କଲିକତା), ଡଃ ସୁକାନ୍ତୀ ତ୍ରିପାଠୀ(ଭୁବନେଶ୍ଵର), ଗୋପୀନାଥ ସେଠୀ (ବାଲେଶ୍ଵର), ଅମୂଲ୍ୟ ଦାସ (ଗଞ୍ଜାମ), ନିର୍ମଳ ନାୟକ (ମହାରାଷ୍ଟ୍ର), ରତିନାରାୟଣ ରାଉତ(କେଉଁଝର), କୃଷ୍ଣଚନ୍ଦ୍ର ବାରିକ (ସୁବର୍ଣ୍ଣପୁର),ନବନୀତା ମହାପାତ୍ର(ବରଗଡ଼),ସ୍ନିଗ୍ଧାରାଣୀ ମିଶ୍ର(କୋରାପୁଟ), ବିଜୟ ସ୍ଵାଇଁ (କଟକ), ସେବକାନ୍ତ ନନ୍ଦ (ବଲାଙ୍ଗୀର), ପ୍ରଶାନ୍ତ ନାଥ(କେନ୍ଦ୍ରାପଡ଼ା), ସ୍ନେହା ମିଶ୍ର (ମୁମ୍ବାଇ), ସୁଷମା ଲେଙ୍କା (ଭୁବନେଶ୍ଵର),ଜ୍ୟୋସ୍ନାରାଣୀ ଦେବୀ(ବ୍ରହ୍ମପୁର), ସରୋଜ ଆଚାର୍ଯ୍ୟ (ବିଜେପୁର),ରୋହିତ ଦାସ, ଅଜିତ୍ ବେହେରା, ଅରୁଣ ପ୍ରଧାନୀ,ପିଙ୍କୁ ରଣବିଡା(ସମ୍ବଲପୁର),ଟୋନିସ୍ ରୋହିଦାସ(ସୁନ୍ଦରଗଡ଼), ବନ ଲକ୍ଷ୍ମୀ ମହାନ୍ତି, ନିତ୍ୟାନନ୍ଦ ସିଂ,ପ୍ରିୟମ୍ବଦା ସାମଲ ଗାୟିକା ନମିତା ରାଣୀ ରଥ, ପ୍ରଭାତୀ ଦେବନାଥ, ପ୍ରିୟଦର୍ଶନୀ, ସରୋଜ ପ୍ରଧାନ (ପୁରୀ) ସୂର୍ଯ୍ୟକାନ୍ତୀ ବାରିକ, ଯୁବକବି ଗୋପାଳକୃଷ୍ଣ ରାଉଳ, ପ୍ରମୋଦ ସାହୁ, ସୂର୍ଯ୍ୟକାନ୍ତ ପୃଷ୍ଟି, ଚିତ୍ତରଞ୍ଜନ ବେହେରା, ଶିଶୁ କବୟିତ୍ରୀ ଦିବ୍ୟାଂଶୀ ମହାନ୍ତି ଓ ଦିବ୍ୟାଂଶୀ ସିଂ ଆଦି ୧୮୦ ରୁ ଉର୍ଦ୍ଧ୍ଵ କବି କବୟିତ୍ରୀ ମୌସୁମୀ ଆସରକୁ ଉପଭୋଗ କରିଥିଲେ । କରୁଣା କର ଘଣ୍ଟୁଆଳ କାର୍ଯ୍ୟକ୍ରମର ସମୀକ୍ଷା କରିବାପରେ ଶେଷରେ କବୟିତ୍ରୀ ସ୍ରୋତସ୍ଵିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post