ଦିନେ ରକ୍ତଦେଇ ଅନ୍ୟମାନଙ୍କୁ ବଞ୍ଚାଉଥିଲେ, ଏବେ ନିଜେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି !

ଦିନେ ରକ୍ତଦେଇ ଅନ୍ୟମାନଙ୍କୁ ବଞ୍ଚାଉଥିଲେ, ଏବେ ନିଜେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି !

ରକ୍ତ ଦେଇ ଦିନେ ଅନ୍ୟମାନଙ୍କ ପାଇଁ ସାଜିଥିଲେ ଜୀବନ ଦାତା I ହେଲେ, କରୋନା ଆକ୍ରାନ୍ତ ହୋଇ ଏବେ  ନିଜେ ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି ମୁନା ଓରଫ ଅମୁଲ୍ୟ ପରିଡ଼ା I କରୋନାରେ ଫୁସଫୁସ ସଂକ୍ରମିତ ହୋଇ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନୟାଗଡ଼ର ଅମୁଲ୍ୟ କୁମାର ପରିଡ଼ା ଏବେ ECMO ଚିକତ୍ସା ଆବଶ୍ୟକ କରୁଥିବା ବେଳେ ଅମୁଲ୍ୟଙ୍କ ଚିକତ୍ସାରେ ଅର୍ଥ ସାଜିଛି ବାଧକ.....       ରକ୍ତଦେଇ ଦିନେ ଅନ୍ୟମାନଙ୍କ ପାଇଁ ସାଜିଥିଲେ ଜୀବନ ଦାତା I ହେଲେ ବିଧାତାର ବିଡମ୍ବନାରେ  ନିଜେ ବଂଚିବା ପାଇଁ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଅମୁଲ୍ୟ I ନୟାଗଡ଼ ଦେବୋତ୍ତର କଲୋନୀର ଅମୁଲ୍ୟ ପରିଡ଼ା  କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ବେଳେ ଏବେ ଅମୁଲ୍ୟଙ୍କର ECMO ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର I ତେବେ ଅମୁଲ୍ୟଙ୍କ ECMO ଚିକତ୍ସା ପାଇଁ ରାଜ୍ୟ ବାହାରକୁ  ଅମୁଲ୍ୟଙ୍କୁ ସ୍ଥାନାନ୍ତରିତ କରିବାକୁ ଆବଶ୍ୟକତା ପଡୁଥିବା ବେଳେ ଏଥିପାଇଁ ଦରକାର ପ୍ରାୟ କୋଟିଏରୁ ଦେଢ଼ କୋଟି ଟଙ୍କା I ତେବେ ନୟାଗଡ଼ରେ  ଜଣେ ସାମାନ୍ୟ   କମ୍ପୁଟର ମେକାନିକ ଭାବେ କାର୍ଯ୍ୟକରୁଥିବା ଅମୁଲ୍ୟଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡିଥିବାବେଳେ ଅମୁଲ୍ୟଙ୍କ ଚିକତ୍ସା ପାଇଁ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଛନ୍ତି ପତ୍ନୀ ମଧୁସ୍ମିତା |     ଅଭାବୀ ଲୋକମାନଙ୍କ ପାଇଁ ବାରମ୍ବାର ରକ୍ତଦାତା ଓ ସାହାଯ୍ୟ କରିବାକୁ ଆଗେଇ ଆସିଥିବା  ଯୁବ ସ୍ବେଛାସେବୀ ଅମୁଲ୍ୟଙ୍କ ଚିକତ୍ସା ପାଇଁ ପାଇଁ ସୋସିଆଲମିଡିଆରେ ଜୋରଦାର କ୍ୟାମ୍ପେନ ଚାଲୁରହିଥିବା ବେଳେ ଏବେ ଅମୁଲ୍ୟଙ୍କ ପାଇଁ ବନ୍ଧୁ ଓ ପଡୋଶୀମାନଙ୍କ ସାହାଯ୍ୟର ହାତ ଲମ୍ବିଛି I ଅମୁଲ୍ୟଙ୍କ 3ବର୍ଷର କୁନି ଝିଅ ଏବେ ବାପାଙ୍କ ଚିକତ୍ସା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ନିବେଦନ କରିବା ସହ  ପରିବାର ଓ ପଡୋଶୀ ସରକାର ଓ ବଦାନ୍ୟ ଲୋକଙ୍କୁ ଯଥାସମ୍ଭବ ଆର୍ଥିକ ସହାୟତା ଦେବାପାଇଁ ନିବେଦନ କରିଛନ୍ତି I     ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଚିକତ୍ସା ପାଇଁ ECMO ଶଯ୍ୟା ଆବଶ୍ୟକ କରୁଥିବା ଅମୁଲ୍ୟଙ୍କୁ ୧କୋଟି ରୁ ଦେଢ଼ କୋଟି ଟଙ୍କାର ଆବଶ୍ୟକ ରହିଥିବା ବେଳେ  ଯେଉଁ ବଦାନ୍ୟ ବ୍ୟକ୍ତି ଅମୁଲ୍ୟଙ୍କ ଚିକତ୍ସା ପାଇଁ ସାହାଯ୍ୟ କରିବାକୁ ଚାହିଁବେ ସେମାନେ  ପତ୍ନୀ: ମଧୁସମିତା ଲେଙ୍କା | ଖାତା ସଂଖ୍ୟା - 3368101008045 CANARA BANK IFSC CODE- CNRB0003368  Gpay / PHONEpe number - 9583111610 ଓ ଅନୁସନ୍ଧାନ ପାଇଁ 9040608020/8249992996 ନମ୍ବରରେ ଯୋଗାଯୋଗ କରିପାରିବେ I


ନୟାଗଡ : 13/06/2021(ବ୍ୟୁରୋ): ରକ୍ତ ଦେଇ ଦିନେ ଅନ୍ୟମାନଙ୍କ ପାଇଁ ସାଜିଥିଲେ ଜୀବନ ଦାତା I ହେଲେ, କରୋନା ଆକ୍ରାନ୍ତ ହୋଇ ଏବେ  ନିଜେ ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି ମୁନା ଓରଫ ଅମୁଲ୍ୟ ପରିଡ଼ା I କରୋନାରେ ଫୁସଫୁସ ସଂକ୍ରମିତ ହୋଇ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନୟାଗଡ଼ର ଅମୁଲ୍ୟ କୁମାର ପରିଡ଼ା ଏବେ ECMO ଚିକତ୍ସା ଆବଶ୍ୟକ କରୁଥିବା ବେଳେ ଅମୁଲ୍ୟଙ୍କ ଚିକତ୍ସାରେ ଅର୍ଥ ସାଜିଛି ବାଧକ.....


     ରକ୍ତଦେଇ ଦିନେ ଅନ୍ୟମାନଙ୍କ ପାଇଁ ସାଜିଥିଲେ ଜୀବନ ଦାତା I ହେଲେ ବିଧାତାର ବିଡମ୍ବନାରେ  ନିଜେ ବଂଚିବା ପାଇଁ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଅମୁଲ୍ୟ I ନୟାଗଡ଼ ଦେବୋତ୍ତର କଲୋନୀର ଅମୁଲ୍ୟ ପରିଡ଼ା  କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ବେଳେ ଏବେ ଅମୁଲ୍ୟଙ୍କର ECMO ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର I ତେବେ ଅମୁଲ୍ୟଙ୍କ ECMO ଚିକତ୍ସା ପାଇଁ ରାଜ୍ୟ ବାହାରକୁ  ଅମୁଲ୍ୟଙ୍କୁ ସ୍ଥାନାନ୍ତରିତ କରିବାକୁ ଆବଶ୍ୟକତା ପଡୁଥିବା ବେଳେ ଏଥିପାଇଁ ଦରକାର ପ୍ରାୟ କୋଟିଏରୁ ଦେଢ଼ କୋଟି ଟଙ୍କା I ତେବେ ନୟାଗଡ଼ରେ  ଜଣେ ସାମାନ୍ୟ   କମ୍ପୁଟର ମେକାନିକ ଭାବେ କାର୍ଯ୍ୟକରୁଥିବା ଅମୁଲ୍ୟଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡିଥିବାବେଳେ ଅମୁଲ୍ୟଙ୍କ ଚିକତ୍ସା ପାଇଁ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଛନ୍ତି ପତ୍ନୀ ମଧୁସ୍ମିତା |


    ଅଭାବୀ ଲୋକମାନଙ୍କ ପାଇଁ ବାରମ୍ବାର ରକ୍ତଦାତା ଓ ସାହାଯ୍ୟ କରିବାକୁ ଆଗେଇ ଆସିଥିବା  ଯୁବ ସ୍ବେଛାସେବୀ ଅମୁଲ୍ୟଙ୍କ ଚିକତ୍ସା ପାଇଁ ପାଇଁ ସୋସିଆଲମିଡିଆରେ ଜୋରଦାର କ୍ୟାମ୍ପେନ ଚାଲୁରହିଥିବା ବେଳେ ଏବେ ଅମୁଲ୍ୟଙ୍କ ପାଇଁ ବନ୍ଧୁ ଓ ପଡୋଶୀମାନଙ୍କ ସାହାଯ୍ୟର ହାତ ଲମ୍ବିଛି I ଅମୁଲ୍ୟଙ୍କ 3ବର୍ଷର କୁନି ଝିଅ ଏବେ ବାପାଙ୍କ ଚିକତ୍ସା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ନିବେଦନ କରିବା ସହ  ପରିବାର ଓ ପଡୋଶୀ ସରକାର ଓ ବଦାନ୍ୟ ଲୋକଙ୍କୁ ଯଥାସମ୍ଭବ ଆର୍ଥିକ ସହାୟତା ଦେବାପାଇଁ ନିବେଦନ କରିଛନ୍ତି I

    ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଚିକତ୍ସା ପାଇଁ ECMO ଶଯ୍ୟା ଆବଶ୍ୟକ କରୁଥିବା ଅମୁଲ୍ୟଙ୍କୁ ୧କୋଟି ରୁ ଦେଢ଼ କୋଟି ଟଙ୍କାର ଆବଶ୍ୟକ ରହିଥିବା ବେଳେ 
ଯେଉଁ ବଦାନ୍ୟ ବ୍ୟକ୍ତି ଅମୁଲ୍ୟଙ୍କ ଚିକତ୍ସା ପାଇଁ ସାହାଯ୍ୟ କରିବାକୁ ଚାହିଁବେ ସେମାନେ 
ପତ୍ନୀ: ମଧୁସମିତା ଲେଙ୍କା |
ଖାତା ସଂଖ୍ୟା - 3368101008045
CANARA BANK
IFSC CODE- CNRB0003368 
Gpay / PHONEpe number - 9583111610
ଓ ଅନୁସନ୍ଧାନ ପାଇଁ 9040608020/8249992996 ନମ୍ବରରେ ଯୋଗାଯୋଗ କରିପାରିବେ I

Post a Comment

Please Select Embedded Mode To Show The Comment System.*

Previous Post Next Post