ଅପରାଧ ନିୟନ୍ତ୍ରଣ କଲା କେନ୍ଦ୍ରାପଡ଼ା ପୋଲିସ : 3 ଥାନାରୁ ଧରାହେଲେ ଅପରାଧୀ !

ଅପରାଧ ନିୟନ୍ତ୍ରଣ କଲା କେନ୍ଦ୍ରାପଡ଼ା ପୋଲିସ : 3 ଥାନାରୁ ଧରାହେଲେ ଅପରାଧୀ !

ଅପରାଧ ନିୟନ୍ତ୍ରଣ କଲା କେନ୍ଦ୍ରାପଡ଼ା ପୋଲିସ : 3 ଥାନାରୁ ଧରାହେଲେ ଅପରାଧୀ !


କେନ୍ଦ୍ରାପଡ଼ା : 15/06/2021(ରିପୋର୍ଟ : ପ୍ରତୀକ ମିଶ୍ର ): ରାଜକାନିକା ପୋଲିସ ବହୁ ପରିମାଣର ବିଦେଶୀ ମଦ ଜବତ କରି ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ବେଆଇନ ବିକ୍ରୟ ବିରୋଧରେ ଆମର ଡ୍ରାଇଭ୍ ଜାରି ରହିଛି ବୋଲି ରାଜକନିକା ଥାନାଧିକାରୀ ଟୁଇଟ କରି ଜଣାଇଛନ୍ତି 
ସେହିପରି ରାଜନଗର ପୋଲିସ ବହୁ ପରିମାଣର ବିଦେଶୀ ମଦ  ଜବତ କରିଛି ଏବଂ ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି |

ଏହାସହିତ ଡେରାବିଶ ପୋଲିସ 5 ଅପରାଧୀଙ୍କୁ ଗିରଫ କରିଛି, ଦୁଇଟି ଚୋରି ମାମଲା ଚିହ୍ନଟ କରିଛି ଏବଂ ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର କରିଛି |

Post a Comment

Please Select Embedded Mode To Show The Comment System.*

Previous Post Next Post