ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 24/06/2021, ଗୁରୁବାର
💐 ଆଜିର ଦିନଟି 💐
-----------------–-
( ଜୟ ଶ୍ରୀଜଗନ୍ନାଥ ,ଶୁଭ ସକାଳ )
------ ---- ------
-----: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
-------------
ମିଥୁନ ଦି୧୦ନ, ଜ୍ୟେଷ୍ଠ ଶୁକ୍କପକ୍ଷ ପୂର୍ଣ୍ଣିମା ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ୍ ତା୨୪ରିଖ ,ଗୁରୁବାର ।ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା ,ଜ୍ୟେଷ୍ଠ ପୂର୍ଣ୍ଣିମା ,ସ୍ନାନ ମଣ୍ଡପେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ,--- ଅଣସର ଆରମ୍ଭ ।
------ ----- -----
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୩୩,
ସୂର୍ଯ୍ୟାସ୍ତ ସଂଘ୬/୨୭/୧୬,
------ ---- -----
ପୂର୍ଣ୍ଣିମା ରାଘ୧୨/୧୨,
ଜ୍ୟେଷ୍ଠା ଦିଘ୯/୧୩,
ବିଛାଚନ୍ଦ୍ର ଦିଘ୯/୧୩,
ଶୁଭ ପ୍ରାଘ୬/୮ଗ,
ଶୁକ୍କ ରାଘ୨/୧୮,
ବିଷ୍ଟି ଦିଘ୧/୫୩ଗ,
ବବ ରାଘ୧୨/୧୨ .
---------
ଯାତ୍ରା :--ଯୋଗିନୀ ବାୟବ୍ୟେ ।ଅତଃ ରାଘ୧୨/୧୨ମି ମଧ୍ୟେ ବାୟବ୍ୟେ ଓ ପଶ୍ଚିମେ ଯାତ୍ରା ଶୁଭ ନ ଯୋଗାଏ ।
ଘାତବାର :--ତୁଳା ଓ କୁମ୍ଭ ରାଶିଦ୍ୱୟର,
ଘାତଚନ୍ଦ୍ର :--ରାଘ୧୨/୧୨ମି ଗତେ
ତୁଳା ଓ କୁମ୍ଭ ରାଶିଦ୍ୱୟର,
ରଜଶ୍ଚକ୍ରେ :--କନ୍ୟା ପୁତ୍ରିଣୀ,
ଭକ୍ଷଣ ନିଷେଧ :--ମତ୍ସ୍ୟମାଂସ ଆମିଷାଦି,
ବର୍ଜ୍ଜନୀୟ :---ସ୍ତ୍ରୀସମ୍ଭୋଗ ଓ
ତୈଳସେବନ ,
ଶୁଭକର୍ମ :--ନାସ୍ତି,
ପୁଷ୍କରଦୋଷ :--ନାସ୍ତି ,
ଶ୍ରାଦ୍ଧ :--ପୂର୍ଣ୍ଣିମାର ଏକୋଦିଷ୍ଟ ପାର୍ବଣ ।
---- ---- -----
ଅମୃତବେଳା :--ପ୍ରାତଃ ଘ୬/୫୭ମ,ଦିଘ୯/୩୭ଗ ଘ୧୧/୨୩ମ,
କାଳବେଳା :--ଦିଘ୩/୯ଗ ସଂଘ୬/୨୮ମ,
ରାହୁକାଳ :--ଦିଘ୧/୨୯ଗ ଘ୩/୮ମ,
କାଳରାତ୍ରି :--ରାଘ୧୧/୫୦ଗ ଘ୧/୧୦ମ,
---- --- --- ----
*ଆଜିର ରାଶିଫଳ*
*********
ମେଷରାଶିର :--ଆଘାତ ଓ ଯନ୍ତ୍ରଣା ବୃଦ୍ଧି,
ବୃଷ :--ପ୍ରୀତିଲାଭ,
ମିଥୁନ :--ଆୟରେ ଉନ୍ନତି,
କର୍କଟ :--କାର୍ଯ୍ୟ ହାନି ଓ ବଂଧୁ ବିଦ୍ୱେଷ,
ସିଂହ :--ଚକ୍ଷୁପୀଡା,
କନ୍ୟା :--ଦ୍ରବ୍ୟଲାଭ,
ତୁଳା :---ଆୟ ଓ ବ୍ୟବସାୟ କ୍ଷତି,
ବିଛା :--ଧନ ଓ ସମ୍ନାନ ଲାଭ,
ଧନୁ :--ଅଶାନ୍ତି ଓ ସ୍ୱାସ୍ଥ୍ୟ ହାନି,
ମକର :--ଧନଲାଭ ,
କୁମ୍ଭ :--କର୍ମେ ଖୁସି ,
ମୀନ :--ରାଜଭୟ ଓ ଶତ୍ରୁ ବୃଦ୍ଧି ।
( ଦଶାଫଳ ଅନୁସାରେ ମଧ୍ୟ ଆଜିର ଭଲମନ୍ଦରେ କିଛି ପରିବର୍ତ୍ତନ ହୋଇପାରେ।)
----- ---- ---- -----
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ।
-----: କୁରାଳ :---
-------------
💐 ଜୟ ଶ୍ରୀଲକ୍ଷ୍ମୀନାରାୟଣ 💐
👌ଜୟ ଶ୍ରୀସାଇନାଥ 👌
*********
Tags:
Horoscope