ଆଜିର ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ 23/06/2021, ବୁଧବାର
💐 *ଆଜିର ଦିନଟି* 💐
-------------
( ଜୟ ଶ୍ରୀଜଗନ୍ନାଥ , ଶୁଭ ସକାଳ )
------------ -----------
------: ସଂକ୍ଷିପ୍ତ ପଞ୍ଚାଙ୍ଗ ଓ ରାଶିଫଳ:----
------ ---- ---- ------
ମିଥୁନ ଦି୯ନ, ଜ୍ୟେଷ୍ଠ ଶୁକ୍କପକ୍ଷ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀ ,ଇଂରାଜୀ ସନ୍ ୨୦୨୧ ମସିହା ,ଜୁନ ତା୨୩ରିଖ ,ବୁଧବାର ।
ଶିବୋପବାସ ବେଢ଼ା ପରିକ୍ରମା ।
------ ---- ---- -----
ସୂର୍ଯ୍ୟୋଦୟ ପ୍ରାଘ୫/୧୦/୧୯,
ସୂର୍ଯ୍ୟାସ୍ତ ସଂଘ ୬/୨୬/୬ଗ ।
---- -- ---- ---- --
ତ୍ରୟୋଦଶୀ ଦିଘ୭/୩ଗ,
ଚତୁର୍ଦ୍ଦଶୀ ରାଘ୩/୩୬,
ଅନୁରାଧା ଦିଘ୧୧/୫୧,
ବିଛାଚନ୍ଦ୍ର ଅହୋରାତ୍ର,
ସାଧ୍ୟ ଦିଘ୧୦/୨
ତୈତିଳ ଦିଘ ୭/୩ଗ,
ଗର ସଂଘ୫/୧୯ଗ,
ବାଣିଜ୍ୟ ରାଘ୩/୩୬,
--------- ---- -------
ଯାତ୍ରା :--ଯୋଗିନୀ ଦକ୍ଷିଣେ ,ଦିଘ୭/୩ଗ
ପଶ୍ଚିମେ ।ଅତଃ ଦକ୍ଷିଣେ ଓ ପୂର୍ବେ
ଏବଂ ଗତେ ପଶ୍ଚିମେ ଓ ଦକ୍ଷିଣେ ଯାତ୍ରା
ଶୁଭ ନ ଯୋଗାଏ ।
ଘାତବାର :--କର୍କଟ ରାଶିର,
ଘାତଚନ୍ଦ୍ର :--ନାସ୍ତି,
ରଜଶ୍ଚକ୍ରେ :--କନ୍ୟା ପୁତ୍ରିଣୀ,
ଭକ୍ଷଣ ନିଷେଧ :--ବାଇଗଣ ଓ ଦିଘ୭/୩
ଗତେ ବିରିଦ୍ରବ୍ୟ,
ଶୁଭକର୍ମ :--ଅଦ୍ୟ ଦିଘ୭/୩ମ ନାମକରଣ,
ଅନ୍ନପ୍ରାଶନ, ଜଳାଶୟାରମ୍ଭ,
କ୍ରୟବିକ୍ରୟ, ବାଣିଜ୍ୟ, ବୀଜବପନ ,
ହଳପ୍ରବାହ ,ନବବସ୍ତ୍ର ପରିଧାନ,ଅନୁରାଧା ନକ୍ଷତ୍ରେ ବିବାହ
ପାଣିଗ୍ରହଣ ଇତ୍ୟାଦି ଶୁଭ ଯୋଗାଏ ।
ପୁଷ୍କରଦୋଷ :---ନାସ୍ତି,
ଶ୍ରାଦ୍ଧ :--ଚତୁର୍ଦ୍ଦଶୀର ଏକୋଦିଷ୍ଟ ପାର୍ବଣ,
----- ---- ------ ----
ଅମୃତବେଳା :--ଦିଘ୭/୫୦ଗ ଘ୯/୩୬ମ,
ବାରବେଳା :--ଦିଘ୧୧/୪୯ଗ ଘ୧/୨୯ମ
କାଳବେଳା :--ଦିଘ୯/୩୬ଗ ଘ୧୦/୧୦ମ
ମାହେନ୍ଦ୍ରବେଳା :--ପ୍ରାଘ୬/୪ଗ ଘ୭/୫୦ମ
କାଳରାତ୍ରି :--ରାଘ୨/୩୦ଗ ଘ୩/୫୧ମ
------ -------
*ଆଜିର ରାଶିଫଳ*
************
ମେଷରାଶିର :---ଆଘାତ ଓ ବ୍ୟୟ,
ବୃଷ :--ପ୍ରୀତିବୃଦ୍ଧି,
ମିଥୁନ :--ଧନ ଓ ସୁସମ୍ବାଦ ପ୍ରାପ୍ତ,
କର୍କଟ :--କାର୍ଯ୍ୟେ ଉନ୍ନତି,
ସିଂହ :---ଶରୀର ପୀଡା ଓ କ୍କେଶ ବୃଦ୍ଧି,
କନ୍ୟା :--ଦ୍ରବ୍ୟ ଓ ସୁସାସ୍ଥ୍ୟ ଲାଭ,
ତୁଳା :--ବ୍ୟୟ ଓ ଶତୃବୃଦ୍ଧି,
ବିଛା :---ସୈ।ଖପ୍ରାପ୍ତ ,
ଧନୁ :--ସ୍ୱାସ୍ଥ୍ୟ ଓ ଧନହାନି,
ମକର :--ଅର୍ଥ ଓ ସମ୍ମାନ ପ୍ରାପ୍ତ,
କୁମ୍ଭ :--କର୍ମେ ଖୁସି ଓ ଆୟାଧିକ,
ମୀନ :--ଅସମ୍ମାନିତ ,ଭୟ ଓ ସାମାନ୍ୟ
ଲାଭ ବା ଉନ୍ନତି ।
---------------
ପଣ୍ଡିତ ମନୋଜ କୁମାର ନାୟକ, ଶିକ୍ଷକ ।
------ କୁରାଳ -----
---------
💐 ଜୟ ଶ୍ରୀଗଣପତି ବାବା 💐
👌 ଜୟ ମା'ପାର୍ବତୀ 👌
-----------------
Tags:
Horoscope